Odisha News

ବୌଦ୍ଧ: ବୁଟୁପାଲି ନିକଟରେ ଥିବା ସୁଧାର ଗୃହ ପରିଦର୍ଶନ କଲେ ଅତିରିକ୍ତ ଜିଲ୍ଲାପାଳ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୯/୬: ବୌଦ୍ଧ ସହର ସ୍ଥିତ ବୁଟୁପାଲି ସୁଧାର ଗୃହ ପରିଦର୍ଶନ କରିଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଲବେହେରା ,ସେଠାରେ ଥିବା ଅନ୍ତେବାସୀଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।
ଅନ୍ତେବାସୀଙ୍କୁ ସ୍ୱଭାଲମ୍ବୀ କରିବା ପାଇଁ ବୃତ୍ତିଗତ ତାଲିମ ନିମନ୍ତେ ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ହରଭଙ୍ଗା ସିଡିପିଓ ନିରୂପମା ପାଣି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ,ଶ୍ରୀମତୀ ସରସୀ ପଣ୍ଡା,ପ୍ରଗ୍ରାମ ଅଫିସର ଶ୍ରୀମତୀ ଶର୍ମିଷ୍ଠା ହୋତା, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମିନତୀ ପତି, ୟକ୍ଟ୍ରଷକ୍ଟ ଡା ପ୍ରଦୋଷ କୁମାର ମହାପାତ୍ର ,ୟଗ୍ଦକ୍ଟ୍ର ୟସଙ୍ଖ ପୋଲିସ ସାଲେଷ୍ଟିଙ୍ଗ ତିଗା ,ମେଡ଼ିକାଲ ଟିମ ଉତ୍ପଲ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାହୁ ଓ ସାଇଲଵାଲା ସ୍ୱାଇଁ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିଆରସିଂ ଏବଂ ସ୍ବଧାରଗୃହର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Related Posts

Seo wordpress plugin by www.seowizard.org.