Odisha News

ବିପୁଳ ଭୋଟ୍‌ରେ ଜିତିଲେ ମେୟର ପ୍ରାର୍ଥିନୀ ସୁଲୋଚନା ଦାସ

ଭୁବନେଶ୍ବର,୨୬/୩: ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) ପାଇଁ ହୋଇଥିବା କର୍ପୋରେଟର ଓ ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସଙ୍କୁ ଭୁବନେଶ୍ବରବାସୀ ବିଜୟୀ କରାଇଛନ୍ତି।
ସୁଲୋଚନା ଦାସ ୬୧ ହଜାର ୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରାର୍ଥିନୀ ବିଜେପିର ସୁନୀତି ମୁଣ୍ଡଙ୍କୁ ପରାସ୍ତ କରିଛନ୍ତି। ବିଜେଡି ପ୍ରାର୍ଥିନୀ ସୁଲୋଚନା ୧୭୪୫୬୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ତଥା ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ସୁନୀତି ମୁଣ୍ଡଙ୍କୁ ୧୧୩୪୧୯ ଖଣ୍ଡ ଭୋଟ୍ ମିଳିଛି।
ତେବେ ବିଏମ୍ସି ମେୟର ପାଇଁ ନିର୍ବାଚନ ଳଢ଼ିଥିବା କଂଗ୍ରେସ ପ୍ରାର୍ଥିନୀ ମଧୁସ୍ମିତା ଆଚାର‌୍ୟ୍ୟଙ୍କୁ ୧୧୦୦୬ ଖଣ୍ଡ ଭୋଟ ମିଳିଛି। ସେ ତୃତୀୟ ସ୍ଥାନରେ ରହିଛନ୍ତି।
ମେୟର ପ୍ରାର୍ଥୀଙ୍କୁ ବାଦ୍ ଦେଲେ ରାଜଧାନୀର ଅଧିକାଂଶ ୱାଡରେ ବିଜେଡିର କର୍ପୋରେଟର ପ୍ରାର୍ଥୀମାନେ ମଧ୍ୟ ବିଜୟୀ ହୋଇଛନ୍ତି। ନିମ୍ନରେ ସେମାନଙ୍କର ସୂଚୀ ପ୍ରଦାନ କରାଗଲା।
ୱାର୍ଡ ୧- ବିଜେଡି ମିହିର ରାଉତ
ୱାର୍ଡ ୨- ବିଜେଡି ମୋନାଲିସା ବେହେରା
ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା।
ୱାର୍ଡ ୪- ବିଜେପି ସୁକୁମାର ସାହୁ
ୱାର୍ଡ ୫- ବିଜେଡି ମିନୁଶ୍ରୀ ଖୁଣ୍ଟିଆ
ୱାର୍ଡ ୬- ବିଜେଡି ପ୍ରୀତିନନ୍ଦା ରାଉତରାୟ
ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ
ୱାର୍ଡ ୮- ବିଜେଡି ଲାଲ ମୋହନ ଟୁଡୁ
ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ।
ୱାର୍ଡ ୧୦- ବିଜେଡି ସେକ ନୁର ହାସନ।
ୱାର୍ଡ ୧୧- ବିଜେଡି ପ୍ରଭାସିନୀ ମହାନ୍ତି।
ୱାର୍ଡ ୧୨- ବିଜେଡି ଜୟନ୍ତୀ ସାହୁ
ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ
ୱାର୍ଡ ୧୪- ବିଜେଡି ମନୋଳିସା ସାହୁ।
ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ
ୱାର୍ଡ ୧୬- ବିଜେଡି ଅଚ୍ୟୁତାନନ୍ଦ ସ୍ୱାଇଁ।
ୱାର୍ଡ ୧୭ – ବିଜେଡି ପୂଜା ମହାରଣା।
ୱାର୍ଡ ୧୮-
ୱାର୍ଡ ୧୯-
ୱାର୍ଡ ୨୦- ବିଜେଡି ପ୍ରେମାନନ୍ଦ ଜେନା
ୱାର୍ଡ ୨୧-
ୱାର୍ଡ ୨୨-
ୱାର୍ଡ ୨୩- ବିଜେଡି କିରଣ ଵାଲା ମାଝି
ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର
ୱାର୍ଡ ୨୫- ବିଜେଡି ମାନସୀ ରାଣୀ ସୁନ୍ଦରାୟ।
ୱାର୍ଡ ୨୬ ବିଜେଡି ଭାରତୀ ସିଂ
ୱାର୍ଡ ୨୭- ବିଜେଡି ଶୁଭ୍ରଅସୁ ପଟ୍ଟନାୟକ
ୱାର୍ଡ ୨୮- ବିଜେଡି ଝରଣା ରାଣୀ ପତି।
ୱାର୍ଡ ୨୯- ବିଜେପି ଅପରୁପ ନାରାୟଣ ରାଉତ
ୱାର୍ଡ ୩୦ – ବିଜେଡି ରାଜକିଶୋର ଦାସ।
ୱାର୍ଡ ୩୧- ବିଜେଡି ରାଜା ମହାପାତ୍ର।
ୱାର୍ଡ ୩୨- ବିଜେଡି ଶ୍ରୀଧର ଜେନା।
ୱାର୍ଡ ୩୩- ବିଜେପି ଧରିତ୍ରୀ ଜେନା
ୱାର୍ଡ ୩୪- ବିଜେଡି ପୁଷ୍ପାଞ୍ଜଳି ସେଠୀ।
ୱାର୍ଡ ୩୫- ବିଜେଡି ରଞ୍ଜୁଲତା ରାୟ
ୱାର୍ଡ ୩୬- ବିଜେଡି ଅଲ୍ଲିଆଳି ମାଲିକ
ୱାର୍ଡ ୩୭ ସ୍ୱାଧୀନ ବନ୍ଦିତା ପାଲ
ୱାର୍ଡ ୩୮- ବିଜେଡି ପଦ୍ମଜା ପ୍ରିୟଦର୍ଶୀ ଜେନା
ୱାର୍ଡ ୩୯- ବିଜେପି ଗୀତାଞ୍ଜଳି ସାହୁ।
ୱାର୍ଡ ୪୦- ବିଜେଡି ଆସିୟା ବେଗମ
ୱାର୍ଡ ୪୧- ବିଜେଡି କବିତା ସ୍ୱାଇଁ
ୱାର୍ଡ ୪୨- ବିଜେଡି ଆଶିଷ କୁମାର ପଟ୍ଟନାୟକ।
ୱାର୍ଡ ୪୩- ବିଜେଡି ଭରତ କୁମାର ଲେଙ୍କା।
ୱାର୍ଡ ୪୪- ବିଜେଡି ଅଜିତ ବେହେରା
ୱାର୍ଡ ୪୫- ବିଜେଡି ଅମରେଶ ଜେନା
ୱାର୍ଡ ୪୬- ସ୍ୱାଧୀନ ପୁଷ୍ପିତା ରାଉତ।
ୱାର୍ଡ ୪୭- ବିଜେଡି ସମିତା ମହାନ୍ତି
ୱାର୍ଡ ୪୮- ବିଜେପି ସୁଚିତ୍ରା ପାତ୍ର
ୱାର୍ଡ ୪୯- ବିଜେଡି ପୁଷ୍ପିତା ପଟ୍ଟନାୟକ।
ୱାର୍ଡ ୫୦- ବିଜେଡି ରାମଚନ୍ଦ୍ର ରଣସିଂହ
ୱାର୍ଡ ୫୧- ବିଜେଡି ବିନୟନି ଜେନା
ୱାର୍ଡ ୫୨- ବିଜେଡି ଶ୍ରୀଧର ବେହେରା।
ୱାର୍ଡ ୫୩- ବିଜେଡି ମହାମାୟା ସ୍ୱାଇଁ
ୱାର୍ଡ ୫୪- ବିଜେଡି ଶିବ ପ୍ରସାଦ ବେହେରା
ୱାର୍ଡ ୫୫ ବିଜେଡି ନୃପେସ ନାୟକ।
ୱାର୍ଡ ୫୬ ବିଜେଡି କେ ଶାନ୍ତି।
ୱାର୍ଡ ୫୭- ବିଜେଡି ସନ୍ତୋଷ କୁମାର ସିଂ
ୱାର୍ଡ ୫୮- ସ୍ୱାଧୀନ ନମିତା ମହାପାତ୍ର
ୱାର୍ଡ ୫୯ ବିଜେଡି ବିରଞ୍ଜିନରାୟଣ ମହାସୁପକାର
ୱାର୍ଡ ୬୦- ସ୍ୱାଧୀନ ଚନ୍ଦ୍ର ଶେଖର ମାଲ୍ୟା।
ୱାର୍ଡ ୬୧- ବିଜେଡି ଶିବପ୍ରସାଦ ରାୟ
ୱାର୍ଡ ୬୨- ବିଜେଡି ଚାରୂଲତା ସାମନ୍ତରାୟ
ୱାର୍ଡ ୬୩- ବିଜେପି ସୁଜାତା ଛୋଟରାୟ।
ୱାର୍ଡ ୬୪- ବିଜେଡି ସକିବା ମୂଷାରପ
ୱାର୍ଡ ୬୫ ସ୍ୱାଧୀନ ରଶ୍ମିରେଖା ପାଟ ସାନି
ୱାର୍ଡ ୬୬- ବିଜେଡି ଛବି ଦାସ।
ୱାର୍ଡ ୬୭- ବିଜେପି ମଧୁସ୍ମିତା ପ୍ରଧାନ

Related Posts

Seo wordpress plugin by www.seowizard.org.