Trending Now

Assailants shot at Atiq with Turkey-made pistol as used by Moosewala killers; FIR registered

ଲଗାଣ ବର୍ଷା ଯୋଗୁଁ ଶଗଡ଼ିଆ ସେତୁ ଉପରେ ୪ ଫୁଟ ବନ୍ୟାଜଳ ପ୍ରବାହିତ, ଯୋଗାଯୋଗ ବିଛିନ୍ନ

କୋରାପୁଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, କହିଲେ- ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ବିଶିଷ୍ଟ ସଂଗଠକ ସଞ୍ଜୀବ ସାହୁଙ୍କ ଦେହାନ୍ତ

Forest department foils illegal timber transport in Balangir

NIA raids multiple locations in J-K linked with overground workers of terror outfits

Renowned organiser Sanjeev Sahu passes away

Six patients die at Koraput Hospital: Authorities deny ‘wrong injection’ allegation, launch probe

logo
  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise
Home Odisha News
Odisha News

ବିଧାନସଭାରେ କାମ ଚଳା ବଜେଟ୍ ଉପସ୍ଥାପିତ, କାଳିଆ ଯୋଜନା ପାଇଁ ୧୮୭୪ କୋଟିର

By Odisha News Online Mar 30, 2022 443

ଭୁବନେଶ୍ୱର, ୩୦/୦୩: ବିଧାନସଭାରେ ରାଜ୍ୟର କାମଚଳା ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ରାଜ୍ୟର ଅଭିବୃଦ୍ଧି ହାର ବୃଦ୍ଧି ସମ୍ଭାବନା ରହିଥିବା ସେ ଗୃହରେ ପ୍ରକାଶ କରିଛନ୍ତି । ବିଭିନ୍ନ ବିଭାଗ ପାଇଁ ବ୍ୟୟ ଅଟକଳ କରାଯାଇଛି ।

.               ଏହି ଲେଖାନୁଦାନରେ ଯୋଜନା ବ୍ୟୟ ପାଇଁ ମୋଟ ୧ ଲକ୍ଷ କୋଟିର ବ୍ୟୟବରାଦ କରାଯାଇଛି ।

.               କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୦,୩୪୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

.               କାଳିଆ ଯୋଜନା ପାଇଁ ୧୮୭୪ କୋଟିର ବ୍ୟୟବରାଦ କରାଯାଇଛି ।

.               ଜଳସେଚନ ପାଇଁ ୮୫୨୩ କୋଟିର ବ୍ୟୟବରାଦ କରାଯାଇଛି ।

.               ବିଜୁ କୃଷକ କଲ୍ୟାଣ ଯୋଜନା ପାଇଁ ୪୨୨ କୋଟିର ବ୍ୟୟବରାଦ କରାଯାଇଛି ।

.               ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୬,୪୯୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

.               ସ୍ବାସ୍ଥ୍ୟ ପାଇଁ ୧୨,୨୪୧ କୋଟିର ବ୍ୟୟବରାଦ କରାଯାଇଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧୮୬୪ କୋଟି ।

.               ବସୁଧା ଓ ଜଳ ଜୀବନ ମିଶନ ଅଧିନରେ ପାନୀୟ ଜଳ ଯୋଗାଣ ପାଇଁ ୮,୨୫୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

.               ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ବିକାଶ ପାଇଁ ଉଦ୍ଦିଷ୍ଟ କେତେକ ନିର୍ଦ୍ଦିଷ୍ଟ ଯୋଜନା ନିମନ୍ତେ ୩୩,୨୦୩ କୋଟିର ବ୍ୟୟବରାଦ କରାଯାଇଛି ।

.               ମିଶନ ଶକ୍ତି ପାଇଁ ୨୦୦୦ କୋଟିର ବ୍ୟୟବରାଦ କରାଯାଇଛି ।

.               ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ପାଇଁ ମିଳିତଭାବେ ୫୯୦୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

.               ମନରେଗା ପାଇଁ ୨୦୦୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

.               ଶିଳ୍ପ ଭିତ୍ତିଭୂମି ପାଇଁ ୧୬୩୫ କୋଟିର ବ୍ୟୟବରାଦ କରାଯାଇଛି ।

.               ବିପର‌୍ୟ୍ୟୟ ପରିଚାଳନା ପାଇଁ ୩୨୧୦ କୋଟିର ବ୍ୟୟବରାଦ କରାଯାଇଛି । ଏହା ମଧ୍ୟରୁ ରାଜ୍ୟ ବିପର‌୍ୟ୍ୟୟ ପରିଚାଳନା ପାଣ୍ଠି ପାଇଁ ୨୨୪୬ କୋଟି ଟଙ୍କା ଓ ଜାତୀୟ ବିପର‌୍ୟ୍ୟୟ ପରିଚାଳନା ପାଣ୍ଠି ପାଇଁ ୯୬୪ କୋଟି ଅନ୍ତର୍ଭୁକ୍ତ ।

Tags: budget 2022 vote-on-account budget

Post navigation

Previous Previous post:

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍, ବଢୁଥିବା ଖରାକୁ ଦେଖି ରାଜ୍ୟ ସରକାରଙ୍କ ପଦକ୍ଷେପ

Next Next post:

ଋଣ କରି ଘିଅ ଖାଇ ଶ୍ରୀଲଙ୍କା ଦେବାଳିଆ

Related Posts

ଛେଳି ଚରାଇ ଫେରିବା ବେଳେ ଅଘଟଣ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ

By Odisha News Online Oct 22, 2022

ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ; ମଧ୍ୟରାତିରେ ଓଡ଼ିଶା ଉପକୂଳ ଅତିକ୍ରମ କରିବ

By Odisha News Online Aug 31, 2024

ଷ୍ଟେଜରେ ଭଜନ ଗାଉଥିଲେ ଅତିରିକ୍ତ ଜିଲାପାଳ, ଟଳି ପଡ଼ିଲେ

By Odisha News Online Jul 11, 2024

Join Us

  • Facebook Like us on Facebook
  • Twitter Follow us on Twitter

Recent Posts

  • କୋରାପୁଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, କହିଲେ- ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

    Jun 5, 2025

  • ବିଶିଷ୍ଟ ସଂଗଠକ ସଞ୍ଜୀବ ସାହୁଙ୍କ ଦେହାନ୍ତ

    Jun 5, 2025

  • Forest department foils illegal timber transport in Balangir

    Jun 5, 2025

Trending Now

  • Kohli credits team effort for historic ODI series win vs Proteas

    Feb 14, 2018

  • Rohit Sharma ends SA hoodoo

    Feb 14, 2018

  • 4 hockey players from Odisha in Team India for Azlan Shah Cup

    Feb 20, 2018

Quick Links

  • Top Stories
  • Business News
  • National News
  • Ollywood News
  • Sports News
  • Odisha News
  • Bollywood
  • Advertise

Recent Posts

  • କୋରାପୁଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ, କହିଲେ- ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ
  • ବିଶିଷ୍ଟ ସଂଗଠକ ସଞ୍ଜୀବ ସାହୁଙ୍କ ଦେହାନ୍ତ
  • Forest department foils illegal timber transport in Balangir
  • NIA raids multiple locations in J-K linked with overground workers of terror outfits
  • Renowned organiser Sanjeev Sahu passes away
© Copyright 2015  - Odisha News Online
  • Privacy policy
  • Advertising
  • Contact us