Odisha News

ବିଏମ୍ସି ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡି କବାଡିଆଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଜାରି

ଭୁବନେଶ୍ବର, ୧୦/୩: ବିଏମ୍ସି ଘର ଭାଙ୍ଗୁଥିବା ବେଳେ କାନ୍ଥ ପଡି କବାଡିଆଙ୍କ ମୃତ୍ୟୁ । ଭୁବନେଶ୍ବର କୋରାପୁଟ ଭବନରେ ଘଟିଛି ଏଭଳି ଅଘଟଣ ।
ଘର ଭଙ୍ଗା ଚାଲିଥିବା ବେଳେ କବାଡିଆ ଘର ପାଖରେ ଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାସ୍ଥଳରେ ଲିଙ୍ଗରାଜ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Posts

Seo wordpress plugin by www.seowizard.org.