Odisha News

ପ୍ରେମରେ ହେଲେ ବିଫଳ ! ପ୍ରେମିକାକୁ ଭିଡିଓ କଲ୍ କରି ଝୁଲିପଡିଲେ ଯୁବକ

ଭୁବନେଶ୍ବର,୧/୧୯: ପ୍ରେମରେ ବିଫଳ ହେବାରୁ ପ୍ରେମିକାଙ୍କୁ ଭିଡିଓ କଲ୍ କରି ଗାମୁଛାରେ ଝୁଲି ପଡ଼ିଲେ ଯୁବକ। ଏଭଳି କାମ କରିଥିବା ପ୍ରେମିକ ହେଉଛନ୍ତି ନୟାଗଡ଼ର ସର୍ବେଶ୍ଵର ପରିଡ଼ା (୧୯)।
ସେ ଗଡ଼ି ସର୍ଭିସ ସେଣ୍ଟରରେ କାମ କରୁଥିଲେ। ଲିଙ୍ଗରାଜ ପୁଲିସ ସର୍ବେଶ୍ଵର ପରିଡ଼ାଙ୍କର ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।
ପ୍ରେମିକା ଆଉ ଜଣଙ୍କୁ ଆଇ ଲଭ ୟୁ ମେସଜ୍ ଦେବାରୁ ସର୍ବେଶ୍ଵର ଆତ୍ମହତ୍ୟା କରିଥିବା କୁହାଯାଉଛି।

Related Posts

Seo wordpress plugin by www.seowizard.org.