Odisha News

ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ନକଲି ଡାକ୍ତର, ୭ଦିନ ହେବ କରୁଥିଲେ ରୋଗୀ ସେବା

ଭୁବନେଶ୍ୱର, ୩୧/୧୨: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତରଙ୍କୁ ଗିରଫ କରାଯାଇଛି। ୭ ଦିନ ହେଲା ଜଣେ ଡାକ୍ତର ବେଶରେଆପ୍ରନ ପିନ୍ଧି ଷ୍ଟେଥୋସ୍କୋପ ପକାଇ ୱାର୍ଡ ବୁଲୁଥିଲେ। ୱାର୍ଡରେ ରୋଗୀଙ୍କୁ ଦେଖୁଥିଲେ, ହେଲେ ଔଷଧ ଲେଖୁ ନ ଥିଲେ।
କମ ବୟସର ହୋଇଥିବାରୁ ନର୍ସିଂ ଷ୍ଟାଫ ସନ୍ଦେହ କରିଥିଲେ। ଷ୍ଟାପଙ୍କ ଅଭିଯୋଗ ପରେ ଗିରଫ କଲା ମେଡିକାଲ ଫାଣ୍ଡି। ଗିରଫ ପୁରୀ ଏସ୍ସିଏ୍‌ସ କଲେଜ ଯୁକ୍ତ ୨ ବିଜ୍ଞାନ ଛାତ୍ର ବୋଲିସ ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.