Odisha News

ନୟାଗଡ଼: ପରକ୍ରିୟା ପ୍ରୀତି ହେଲା କାଳ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୨ : ପରକ୍ରିୟାପ୍ରୀତି ନେଲା ମହିଳା ଙ୍କ ଜୀବନ । ସୂଚନା ଥାଉ କି ନୟାଗଡ଼ ଜିଲ୍ଲା ଓଡଗାଁ ଆଦର୍ଶ ଅନ୍ତର୍ଗତ ବାହାଡାଝୋଲା ଫାଣ୍ଡି ଅଞ୍ଚଳ ର ବେରୁଆଁବାରି ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି, ବେରୁଆଁବାରି ଗ୍ରାମର ମଦନ ସାହୁ ର ପୁଅ ଲଳିତ କୁମାର ସାହୁ ନିଜ ସ୍ତ୍ରୀ ମାମାଲି ସାହୁ, ।
ବୟସ ୨୫ କୁ ଅତି ନିର୍ମବ ଭାବେ କବାଟ ଧଡ଼ା ରେ ବାଡେଇ ହତ୍ୟା କରିଛି । ପାରିପାର୍ଶ୍ଵିକ ଘଟଣା କିଛି ଲୋକଙ୍କ କଥା ଉପରେ ନଜର କଲେ ଘଟଣା ଟି ପରକ୍ରିୟା ପ୍ରୀତି ଯୋଗୁଁ ଘଟିଥିବା ଆଲୋଚନା ହେଉଛି । ଏପଟେ ହତ୍ୟାକାରୀ ଘଟଣା ଘଟାଇ ସାରିବା ପରେ ଓଡଗାଁ ଥାନାରେ ଆତ୍ମସମପ୍ରଣ କରି ଘଟଣା ବିଷୟରେ କହିବା ପରେ ଓଡଗାଁ ପୋଲିସ ଘଟଣା ସ୍ଥଳରେ ପଂହଁଚି ମୃତ ଶବ କୁ ଜବତ କରି ଶବ ବ୍ୟବଛେଦ କରିଥିବା ଓଡଗାଁ ଥାନା ପକ୍ଷରୁ ସୂଚନା ମିଳିଛି ।

Related Posts

Seo wordpress plugin by www.seowizard.org.