Odisha News

ନୟାଗଡ଼ :୧୮ତମ ଟାଇକୋଣ୍ଡୋ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ୨୦୨୩

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ ,୧୮/୦୬ : ସୋମବାର ନୟାଗଡ଼ ମାର୍ଶାଲ ଆର୍ଟ ଆକାଡେମି ର ୧୮ତମ ଟାଇକୋଣ୍ଡ କଲର ବେଲ୍ଟ ପ୍ରମୋସନ ଟେଷ୍ଟ ନୂଆ ରାଜବାଟି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ଟାଇକୋଣ୍ଡ ସଂଘର ସାଧାରଣ ସମ୍ପାଦକ ମାଷ୍ଟର ମନମୋହନ ଭଞ୍ଜ ପରିକ୍ଷକ ଭାବରେ ପରିକ୍ଷା ପରିଚାଳନା କରିଥିଲେ । ଏଥିରେ ୬୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ବିଭିନ୍ନ ରଙ୍ଗ ବେଲ୍ଟର ଯଥା ହ୍ବାଇଟ, ୟଲୋ, ଗ୍ରୀନ, ବ୍ଲୁ, ରେଡ ଇତ୍ୟାଦି ର ପରିକ୍ଷା ଦେଇଥିବା ଆକାଡେମି ମୂଖ୍ୟ କୋଚ ମାଷ୍ଟର ଭବାନୀ ଶଙ୍କର ରାୟଗୁରୁ ଜଣାଇଛନ୍ତି।

Related Posts

Seo wordpress plugin by www.seowizard.org.