Odisha News

ନୟାଗଡ଼ ଏକ୍ସାଇଜ ବିଭାଗକୁ ବଡ ସଫଳତା

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୫/୭: ନୟାଗଡ଼ ଏକ୍ସାଇଜ ବିଭାଗକୁ ବଡ ସଫଳତା। ୧୧୬ ଗ୍ରାମ ବ୍ରାଉନ ସୁଗାର ସହିତ ୧ଲକ୍ଷ ୫ ହଜାର ଟଙ୍କା ଜବତ।
ଏକ୍ସାଇଜ ପେଟ୍ରୋଲିଂ ସ୍କ୍ୱାର୍ଡ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପଥର ଚକଡା଼ ଗ୍ରାମର ଗଦାଧର ଦଳେଇ କୁ ଗିରଫ କରିବା ସହ ତାଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା ଏବଂ ଗୋଟିଏ ମଟର ସାଇକେଲ ନମ୍ବର ଓଡି ୨୫ ୯୨୯୬ ପଲସର ଗାଡ଼ି କୁ ଜବତ କରିବା ସହ କେସ ନମ୍ବର ୧୯/୨୦୨୨,୨୦୨୩ ରେ ଗିରଫ କରି କୋର୍ଟ ଚାଲାଣ କରିଛି।

Related Posts

Seo wordpress plugin by www.seowizard.org.