Odisha News

ନ୍ୟୁଡକଲ୍ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ : ବ୍ଲାକମେଲରୀ ଗିରଫ

ସୋନପୁର, ୫/୧୧: ନ୍ୟୁଡ୍ କଲ୍ ପାଇଁ ଆତ୍ମହତ୍ୟା କଲେ ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର। ନ୍ୟୁଡ୍ କଲ୍ ଜାଲରେ ଫସି ବ୍ଲାକ୍ମେଲିଂର ଶିକାର ହେବାପରେ ଲକ୍ଷାଧିକ ଟଙ୍କା ଦେଲେ। ପରିସ୍ଥିତି ଏପରି ହେଲା ଯେ ଶେଷରେ ମାନସିକ ଚାପଗ୍ରସ୍ତ ହୋଇ ସମ୍ପୃକ୍ତ ବ୍ୟାଙ୍କ୍ ଅଧିକାରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲା ରେ ଏହି ଅଭାବନୀୟ ଘଟଣା ଘଟିଛି।
ସେ ବରପାଲି ସ୍ଥିତ ଏକ ବ୍ୟାଙ୍କରେ ଚାକିରି କରୁଥିଲେ। ନ୍ୟୁଡ୍କଲ୍ ପାଇଁ ଦିବ୍ୟରଞ୍ଜନ ଆତ୍ମହତ୍ୟା କରିଥିବା ସୁବର୍ଣ୍ଣପୁର ଏସ୍ପି ସୂଚନା ଦେଇଛନ୍ତି।

Related Posts

Seo wordpress plugin by www.seowizard.org.