Odisha News

ନୂଆଁଖାଇ ଜୁହାର

ପଦ୍ମିନୀ ସାହୁ

Padmini Sahu

ମନର ମିଳନ ନୂଆଁ କେଣ୍ଡା ଧାନ
ନୂଆଁଖାଇ ର ଜୁହାର ଭେଟ…
ଯେତେ ରାଗ ଋଷା ପାନି ଫାଟି ଯିବା
ମନ୍ ହେଇଯିବା ସେଟ୍।।

ଗୁଟେ ଠାନେ ଭେଟ୍ ବଉଁଶ ଯାକ କାଇଁ
ହସି ଖାଉଥିଲେ ବସି….
ସବୁ ମନ୍ ମିଶି ଗୋଟେ ଲେଖେ ଲାଗସି
ଯେନ୍ତା ବୃନ୍ଦାବନ କାଶୀ।।

ନୂଆଁ ଖାଇର ଇଏ ବଡଖା ତିହାର୍
ସଭିଙ୍କୁ ମୋର୍ ଜୁହାର
ମାଆ ସମଲେଇ ସମ୍ଭେଲେଇ ନେବେ
ଜେନ୍ ଠାନେ ଯେ ତାହାର

ପଶ୍ଚିମ ଓଡ଼ିଶା ନନି ପରେ ମୁଇଁ
ନାଁ ଟି ପଦ୍ମିନୀ ମୋହର
ଆସୁନ ସଭେଁ ପାଲମା ନୂଆଁଖାଇ
ସଭ କେ ନୂଆଁଖାଇ ଜୁହାର..

****************
ସଇଡା, ବାରକୋଟ, ଦେବଗଡ଼।

Related Posts

Seo wordpress plugin by www.seowizard.org.