ନିର୍ବାହୀ ଯନ୍ତ୍ରୀ ବିଜନ କୁମାର ଜେନାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ
ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ଭୁବନେଶ୍ୱର, ୧/୨: ଶ୍ରୀ ବିଜନ କୁମାର ଜେନା ଆଜି ତା୦୧-୦୨-୨୦୨୫ ରିଖରେ ନିର୍ବାହୀ ଯନ୍ତ୍ରୀ ଭାବରେ ସର୍ବୋଚ୍ଚ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ନିର୍ମାଣସୌଧ ଭୁବନେଶ୍ୱର ରେ ଯୋଗଦାନ କଲେ।
ଏହା ପୂର୍ବରୁ ସେ ଏନ ଏଚ ବିଭାଗ ର ଡେପୁଟି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଭାବେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଠାରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି।
ପରେ ସେ ଏକଜିକ୍ୟୁଟିଭ ଇଞ୍ଜିନିୟର ଭଳି ଦାୟିତ୍ବବାନ ପଦବୀ କୁ ପଦୋନ୍ନତୀ ପାଇଥିବାରୁ ତାଙ୍କର ପ୍ରଶଂସକ ମାନେ ଶୁଭ କାମନା ସହ ଶୁଭେଚ୍ଛା ଜଣାଇଛନ୍ତି।ତାଙ୍କର ନିଷ୍ଠାପର କାର୍ୟ୍ୟ ପାଇଁ ବେଶ୍ ପ୍ରଶଂସିତ।ସେ ଜଣେ ଆମାୟିକ ବ୍ୟକ୍ତିତ୍ଵ।
ତାଙ୍କର ସହକର୍ମୀ ତଥା ଉପରିସ୍ଥ ଅଧିକାରୀଙ୍କ ସହ ଉଚିତ୍ ସମ୍ପର୍କ ଏବଂ କାର୍ଯ୍ୟଶୈଳି ବେଶ୍ ପ୍ରଶଂସନୀୟ।ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ପରିବାର ଆତ୍ମୀୟ ସ୍ୱଜନ ତଥା ସହକର୍ମୀ ଏବଂ ଶୁଭେଚ୍ଛୁ ମାନେ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।