Odisha News

ନାରୀ ସର୍ବତ୍ର ପୂଜ୍ୟାନ୍ତେ

ବରଦା ଦାସଙ୍କ ରିପୋର୍ଟ
କଟକ, ୯/୩ : ନାରୀ ଏକା ଧାରରେ ଜାୟା ଜନନୀ ଭଗିନୀ । ସେ ସର୍ବଂସହା । ବିଜେପି ୱାର୍ଡ ନ ୨୫ ଦ୍ଵାରା ବଢେଇ ସାହି ବାସ୍ତରି ମଠରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଏକ ସଭା ନିତାଇ ନନ୍ଦ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଓ ଲୋକ ସମ୍ପର୍କ ତଥା ୧୨୪ ନ ବିଜେପି ବୁଥ ସଭାପତି ସକ୍ରିୟ ସଭ୍ୟ ବରଦା ଦାସ ଯୋଗ ଦେଇ ମହିଳା ମାନଙ୍କୁ ସ୍ବାବଲମ୍ବୀ ହେବାକୁ ଆହ୍ବାନ ଦେଇଥିଲେ କ୍ଷ ସତ୍ୟ ଦାସ ଓ ଅନ୍ୟମାନେ ଭାଷଣ ଦେଇଥିଲେ । ବହୁ ମହିଳା ବିଭିନ୍ନ ସରକାରୀ ଯୋଜନାରେ ଉପକୃତ ହେବା କଥା ନିତାଇ ନନ୍ଦ ପ୍ରକାଶ କରି ସଭା ସଂଗଠିତ କରିଥିଲେ ।

Related Posts