Odisha News

ଥିଙ୍କର୍ସ କ୍ଲବ ର ୧୧୪ ତମ ଆଲୋଚନା :ବେଦ ହିନ୍ଦୁ ସନାତନ ଧର୍ମ ଶାସ୍ତ୍ର,ଅନ୍ୟମାନେ ସମ୍ପ୍ରଦାୟ

ବରଦା ଦାସଙ୍କ ରିପୋର୍ଟ
କଟକ, ୯/୩ : ବେଦ ହେଉଛି ଶ୍ରୁତି, ଇଶ୍ଵର ପ୍ରଦତ୍ତ ଜ୍ଞାନ । ଏହା ଆପ୍ତ ବାକ୍ୟ ଅର୍ଥାତ୍ ଅତ୍ୟନ୍ତ ବିଶ୍ଵସ୍ତ । ଏଥିରେ ସୃଷ୍ଟି ସମ୍ବନ୍ଧୀୟ ଜ୍ଞାନ ବର୍ଣ୍ଣିତ । ଥିଙ୍କର୍ସ କ୍ଲବ ର ୧୧୪ ତମ ଆଭାସି ଆଲୋଚନା କୁ ବେଦ ଭବନ ନ୍ୟାସ ଉଜ୍ଜୟିନୀ ର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ପ୍ରଫୁଲ୍ଲ ମିଶ୍ର ଉଦଘାଟନ କରି କହିଲେ ବେଦ ହିନ୍ଦୁ ସନାତନ ଧର୍ମ ଶାସ୍ତ୍ର ଅଟେ । ଅନ୍ୟ ସମସ୍ତେ ହେଉଛନ୍ତି ସମ୍ପ୍ରଦାୟ ।
ବକ୍ତା ଭାବେ ଡାକ୍ତର ଗୋପାଳ ଚନ୍ଦ୍ର ଦାସ ଯୋଗଦେଇ କହିଲେ ବେଦରେ ମୂର୍ତ୍ତି ପୂଜା ନାହିଁ । କିଛି ବ୍ୟକ୍ତି ଙ୍କ ପ୍ରଶ୍ନ ର ଉତ୍ତର ଦେଇ କହିଲେ ମାଟିର ମୂର୍ତ୍ତି କୁ ଶ୍ଳୋକ ବୋଲି ଜୀବନ୍ୟାସ ଦେବା ବେଦରେ ଉଲ୍ଲେଖ ନାହିଁ । ଏହା ଆଦି ଦୈବିକ, ଆଦି ଭୌତିକ ଓ ଆଧ୍ୟାତ୍ମିକ, ଏହିପରି ତ୍ରିବିଧ । ସମସ୍ତ ବିଷୟ ବେଦ ରୁ ହିଁ ଉଦ୍ଧୃତ ।
ସଭା କୁ ସଂଯୋଜନା କରି ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ କହିଲେ ସମସ୍ତ ମହିଳା ବେଦ ପାଠ କରି ପାରିବେ । ବେଦ ରେ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ରହିଛି ।
ଏହା କୁ ଶ୍ରୁତି କୁହାଯାଏ ଅର୍ଥାତ୍ ଏହା ଇଶ୍ଵର ପ୍ରଦତ୍ତ ଜ୍ଞାନ ଅଟେ । ସର୍ଵଶ୍ରୀ ଗୁରୁକୃଷ୍ଣ ଦାସ, ଡ ବଂଶୀଧର ଦାସ, ପ୍ରଫେସର ଉମାଶଙ୍କର ମିଶ୍ର ବିଭିନ୍ନ ପ୍ରଶ୍ନ ପଚାରି ସଙ୍କା ଦୂର କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।
ଥିଙ୍କର୍ସ କ୍ଲବ ର ୧୧୪ ତମ ଆଲୋଚନା :ବେଦ ହିନ୍ଦୁ ସନାତନ ଧର୍ମ ଶାସ୍ତ୍ର,ଅନ୍ୟମାନେ ସମ୍ପ୍ରଦାୟ
କଟକ,୯/୩ : ବେଦ ହେଉଛି ଶ୍ରୁତି, ଇଶ୍ଵର ପ୍ରଦତ୍ତ ଜ୍ଞାନ । ଏହା ଆପ୍ତ ବାକ୍ୟ ଅର୍ଥାତ୍ ଅତ୍ୟନ୍ତ ବିଶ୍ଵସ୍ତ । ଏଥିରେ ସୃଷ୍ଟି ସମ୍ବନ୍ଧୀୟ ଜ୍ଞାନ ବର୍ଣ୍ଣିତ । ଥିଙ୍କର୍ସ କ୍ଲବ ର ୧୧୪ ତମ ଆଭକ୍ଷସି ଆଲୋଚନା କୁ ବେଦ ଭବନ ନ୍ୟାସ ଉଜ୍ଜୟିନୀ ର ପୂର୍ବତନ ଉପାଧ୍ୟକ୍ଷ ପ୍ରଫେସର ପ୍ରଫୁଲ୍ଲ ମିଶ୍ର ଉଦଘାଟନ କରି କହିଲେ ବେଦ ହିନ୍ଦୁ ସନାତନ ଧର୍ମ ଶାସ୍ତ୍ର ଅଟେ ।
ଅନ୍ୟ ସମସ୍ତେ ହେଉଛନ୍ତି ସମ୍ପ୍ରଦାୟ । ବକ୍ତା ଭାବେ ଡାକ୍ତର ଗୋପାଳ ଚନ୍ଦ୍ର ଦାସ ଯୋଗଦେଇ କହିଲେ ବେଦରେ ମୂର୍ତ୍ତି ପୂଜା ନାହିଁ । କିଛି ବ୍ୟକ୍ତି ଙ୍କ ପ୍ରଶ୍ନ ର ଉତ୍ତର ଦେଇ କହିଲେ ମାଟିର ମୂର୍ତ୍ତି କୁ ଶ୍ଳୋକ ବୋଲି ଜୀବନ୍ୟାସ ଦେବା ବେଦରେ ଉଲ୍ଲେଖ ନାହିଁ ।
ଏହା ଆଦି ଦୈବିକ, ଆଦି ଭୌତିକ ଓ ଆଧ୍ୟକ୍ଷତ୍ମିକ, ଏହିପରି ତ୍ରିବିଧ କ୍ଷ ସମସ୍ତ ବିଷୟ ବେଦ ରୁ ହିଁ ଉଦ୍ଧୃତ କ୍ଷ ସଭା କୁ ସଂଯୋଜନା କରି ଥିଙ୍କର୍ସ କ୍ଳବ୍ ର ସଭାପତି ବରଦା ଦାସ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ କହିଲେ ସମସ୍ତ ମହିଳା ବେଦ ପାଠ କରି ପାରିବେ ।
ବେଦ ରେ କର୍ତ୍ତବ୍ୟ ଅକର୍ତ୍ତବ୍ୟ ବିଷୟରେ ଉଲ୍ଲେଖ ରହିଛି । ଏହା କୁ ଶ୍ରୁତି କୁହାଯାଏ ଅର୍ଥାତ୍ ଏହା ଇଶ୍ଵର ପ୍ରଦତ୍ତ ଜ୍ଞାନ ଅଟେ । ସର୍ଵଶ୍ରୀ ଗୁରୁକୃଷ୍ଣ ଦାସ, ଡ ବଂଶୀଧର ଦାସ, ପ୍ରଫେସର ଉମାଶଙ୍କର ମିଶ୍ର ବିଭିନ୍ନ ପ୍ରଶ୍ନ ପଚାରି ସଙ୍କା ଦୂର କରିଥିଲେ । ଶେଷରେ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା ।

Related Posts