Odisha News

ନନ୍ଦନକାନନରେ ନୂଆ ଅତିଥି, ୱାଲାବି ସହ ଆସିଲେ ଲିଭିଂଷ୍ଟନ୍ ତୁରାକୋ

ଭୁବନେଶ୍ୱର,୨୩/୧୨:ନନ୍ଦନକାନନକୁ ଆସିଛନ୍ତି ୪ନୂଆ ଅତିଥି। ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । ଏହା ସହିତ ପ୍ରଥମ ଥର ପାଇଂ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି।
ଏହି ଦୁଇଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଛି। ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ
ନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ।। ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ପର୍ଯ୍ୟଟକମାନେ ଏହି ୪ ନୂଆଜନ୍ତୁଙ୍କୁ ଦେଖିପାରିବେ।

Related Posts

Seo wordpress plugin by www.seowizard.org.