Odisha News

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗାତେରି ପଞ୍ଚାୟତ ସରପଞ୍ଚ ଓ ସମିତି ନିର୍ଦ୍ଦୋନ୍ଦରେ ନିର୍ବାଚିତ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୮/୧ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗାତେରି ପଞ୍ଚାୟତ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ଶଶ୍ମିତା ସାହାଣୀ ଏବଂ ସମିତି ସଭ୍ୟ ପ୍ରାର୍ଥୀନୀ ହରପ୍ରିୟା ଦାସ ନିର୍ଦୋନ୍ଦରେ ନିର୍ବାଚିତ।
ବିଜେଡି ଦଳରେ ଖୁସିର ମହଲ। ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କୁ କୃତଜ୍ଞତା ଜଣାଇଲେ ବିଜୟୀ ସରପଞ୍ଚ ପ୍ରାର୍ଥୀନୀ ଶଶ୍ମିତା ସାହାଣୀ ଏବଂ ଗ୍ରାମବାସୀ। ପଞ୍ଚାୟତ ବାସୀଙ୍କ ସମସ୍ୟା କୁ ଗୁରୁତ୍ବ ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ରହିବ ବେଲି ପ୍ରକାଶ କରିଛନ୍ତି ଶ୍ରୀମତୀ ସାହାଣୀ।

Related Posts

Seo wordpress plugin by www.seowizard.org.