Odisha News Top Stories ଜୟ ମା’ ଶାରଳା ମା’ ଶାରଳା ପୀଠ ଓଡିଶାର ଜଗତସିଂହପୁର ଜିଲ୍ଲାରେ ଅବସ୍ଥିତ । ଦିବ୍ୟଦର୍ଶିନୀ, ବିଦ୍ୟାଦାୟିନୀର ମା’ ଜଗତର ପାଳନକର୍ତ୍ତୀ । ତାଙ୍କର ଆଶୀଷରେ ଜଣେ ମୁର୍ଖ ପଣ୍ଡିତ ବୋଲାଏ । ମୁକ ବାଚାଳ ହୁଅନ୍ତି । ତାଙ୍କର ଆଶୀଷମ୍ବୃତ ଆପଣଙ୍କ ଉପରେ ସଦା ଝରୁଥାଉ । Tags: Post navigation Previous Previous post: Uddhav’s wife Rashmi steps into Maha talks, contacts wives of rebels to convince them to returnNext Next post: Attempts were made to crush democracy during Emergency: PM Modi Related Posts ଦଶମ ଶ୍ରେଣୀ ବହିରେ ଗୁରୁତର ତ୍ରୁଟି: ଆନ୍ଧ୍ରକୁ ଦେଇଦେଲେ ମାଛକୁଣ୍ଡ! ବୌଦ୍ଧ: ଶଶୁରର ହତ୍ୟାକାରୀ ଅଭିଯୁକ୍ତ ଜ୍ୱାଇଁକୁ ଆଜୀବନ କାରାଦଣ୍ଡାଦେଶ ଉଗ୍ର ହେଉଛି ଡ୍ରାଗନ:ଜାପାନରେ ପଡିଲା ଚୀନ୍ର ଶକ୍ତିଶାଳୀ କ୍ଷେପଣାସ୍ତ୍ର