Odisha News

ଜିଲ୍ଲା ଓ ବ୍ଲକ ସ୍ତରୀୟ “ମିଶନ ଶକ୍ତିକାଫେ” ର ଶୁଭ ଉଦଘାଟନ

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ,୯/୫ : ଆଜି ୧୨ ଘଟିକା ସମୟଫର ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗ ତରଫରୁ ନୟାଗଡ ବ୍ଲକ କାର୍ଯ୍ୟାଳୟ ନିକଟରେ ବ୍ଲକ ମିଶନ ଶକ୍ତି କାଫେ ଏବ୍ଂ ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟଫର ଜଲ୍ଲିାପାଳ ଶ୍ରୀର‌୍ୟୁକ୍ତ ରବୀନ୍ଦ୍ର କୁମାର ସାହୁଙ୍କ କରକମଳଫର ଜିଲ୍ଲା ମିଶନ ଶକ୍ତି କାଫେର ଶୁଭ ଉଦଘାଟନ ହୋଇ ର‌୍ୟାଇଅଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀର‌୍ୟୁକ୍ତ ସୁବାସ ଚନ୍ଦ୍ର ରାୟ, ଅଧ୍ୟକ୍ଷ ପଞ୍ଚାର‌୍ୟତ ସମିତି, ନୟାଗଡ ଶ୍ରୀର‌୍ୟୁକ୍ତ କଫିଶାର ଚନ୍ଦ୍ର ସାହୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୟାଗଡ ଶ୍ରୀର‌୍ୟୁକ୍ତ ପଦମଚରଣ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମମତାରାଣୀ ପାତ୍ର, ଡ଼ିପିସି ମିଶନ ଶକ୍ତି ଶ୍ରୀମତୀ ସମୀଧା ପାଢୀ, ଡ଼ିପିଏମ ଓଡିଶା ଜୀବିକା ମିଶନ ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାପାତ୍ର ତଥା ସମସ୍ତ ବ୍ଲକର ବିପିସି, ବିପିଏମ, ବିପିଏ ଏବ୍ଂ ନୟାଗଡ ବ୍ଲକ ର ଏମବଫକ, ସିଆରପି, ବ୍ୟାଙ୍କ ମିତ୍ର ଉପସ୍ଥିତ ରହିଥିଲେ।
ମିଶନ ଶକ୍ତିସ୍ଵୟଂ ସହାୟକ ଫଗାଷ୍ଠୀ ର ମହିଳା ମାନଙ୍କୁକ୍ଷୁଦ୍ର ତଥା ମଧ୍ୟମ ଉଦେୟାଗୀରେ ରୂପାନ୍ତରିତ କରିବା ନିମନ୍ତେ ରାଜୟ ସରକାରଙ୍କର ଏହା ଏକ ଅଭିନବ୍ ପ୍ରୟାସ । ମିଶନ ଶକ୍ତି ମା’ ମାନେ ସ୍ଵ।ବଲମ୍ବି ଫହଫେ ରାଜୟ ତଥା ଦେଶ ର ବିକାଶ ହୋଇ ପାରିବ । ଜୀବ୍ନଦୁୟତିମହଳିା ସ୍ଵୟଂ ସହାୟକ ଫଗାଷ୍ଠୀ, ବାଉଁଶିଆପଡା ଙ୍କୁଜିଲ୍ଲା ମିଶନ ଶକ୍ତି କାଫେର ପରିଚାଳନା ଦାୟୀତ୍ଵ ଏବ୍ଂ ମା ନାରାୟଣୀ ସ୍ଵୟଂ ସହାୟକ ଫଗାଷ୍ଠୀ, ପ୍ରତାପ ପ୍ରସାଦ ଙ୍କୁବ୍ଲକ ମିଶନ ଶକ୍ତି କାଫେ ର ପରିଚାଳନା ଦାୟୀତ୍ଵ ପ୍ରଦାନ କରାଗୋ। ଜୀବ୍ନଦୁୟତିମହଳିା ସ୍ଵୟଂ ସହାୟକ ଫଗାଷ୍ଠୀ, ଜିଲ୍ଲା ମିଶନ ଶକ୍ତି କାଫେ ଫର ସକାଳ ଚା’, ଜଳଖିଆ ତଥା ସ୍ଵୟଂ ସହାୟକ ଗୋଷ୍ଠୀ ର ମା’ ମାନଙ୍କ ଦ୍ଵାରା ପ୍ରସ୍ତୁତ ସମ୍ପୂର୍ଣ୍ଣ ଫେରାଇ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବେ । ସେହପିରିମା ନାରାୟଣୀ ସ୍ଵୟଂ ସହାୟକ ଫଗାଷ୍ଠୀ, ବ୍ଲକ ମିଶନ ଶକ୍ତିକାଫେ ଫର ସ୍ଵତନ୍ତ୍ର ତନ୍ଦୁରୀ ଚା’, ପ।ଓଭ।ଜୀ, ଫଭେ ପୁରୀ, ଦହିସିପ୍ରସ୍ତୁତ କରିବେ । ଏହିଅଭିନବ କାର୍ଯ୍ୟକ୍ରମ ପାଇଁଜଲ୍ଲିାପାଳ ମହୋଦୟ ମିଶନ ଶକ୍ତିର ଅଧିକାରୀ ମାନଙ୍କୁ ଜଣାଇଲେ ।

Related Posts

Seo wordpress plugin by www.seowizard.org.