Odisha News

ଘର ସଜାଡ଼ିଲା କଂଗ୍ରେସ; ମୋକିମ, ଚିରଞ୍ଜୀବୀଙ୍କ ଉପରୁ ହଟାଇଲା ନିଲମ୍ବନ

କଟକ,୨୩/୧: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ଉଠାଇଛି। ସେମାନେ ହେଲେ, କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ।
ସେହିପରି କୃଷ୍ଣଚନ୍ଦ୍ର ସରଗରିଆଙ୍କ ଉପରୁ ମଧ୍ୟ ସସ୍ପେଣ୍ଡ ହଟାଯାଇଛି। ଏନେଇ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ପ୍ରଭାରୀ ଅଜୟ କୁମାରଙ୍କୁ ମୋକିମ୍ ଏବଂ ଚିରଞ୍ଜିବ ଭେଟି ଏ ବିଷୟରେ ଜଣାଇଥିଲେ।

Related Posts

Seo wordpress plugin by www.seowizard.org.