Odisha News ଅଭିନେତା ବିଜୟ ମହାନ୍ତି ଙ୍କ ଦେହାନ୍ତ ଭୁବନେଶ୍ୱର,୨୦/୭: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସୋମବାର ରାଜଦଧାନୀର କେୟାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ନିକଟରେ ସେ ହାଇଦ୍ରାବାଦରୁ ଓଡିଶା ଆସିଥିଲେ । Tags: bijay mohanty Bollywood actor Post navigation Previous Previous post: ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ୪୫୭ କରୋନା ସଂକ୍ରମିତNext Next post: Bijay Mohanty – The tall tree of Ollywood passes away Related Posts ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ୧୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା କରୋନା ନେଲା ଆଉ ୪ ଜଣଙ୍କ ଜୀବନ ପ୍ରୟାଗରାଜ ମହାକୁମ୍ଭ ପାଇଁ ନିମନ୍ତ୍ରଣ, ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କଲେ ଉତ୍ତରପ୍ରଦେଶ ସିଏମ୍