ସୁନ୍ଦରଗଡରେ ଚାଞ୍ଚଲ୍ୟ:ଗର୍ଭବତୀଙ୍କୁ ଗୁଳି ମାରିଦେଲେ
![](https://odishanewsonline.com/wp-content/uploads/2024/12/Dead_1733972466.jpg)
ବଣାଇ,୧୨/୧୨: ସୁନ୍ଦରଗଡ ଜିଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଘଟିଯାଇଛି ଅଭାବନୀୟ ଘଟଣା। ସେଠାରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଏ ମାମଲାରେ ପୋଲିସ ଘଟଣାର ତଦନ୍ତ କରୁଛି।