Odisha News

ବୌଦ୍ଧ : ବାମଣ୍ଡା ପଞ୍ଚାୟତରେ ଜିଲାପ୍ରଶାସନ ଓ ପୋଲିସର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୩୦/୧ : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲାପ୍ରଶାସନ ଓ ପୋଲିସର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।
ମହାତ୍ମା ଗାନ୍ଧୀଙ୍କ ତୀରୋଧାନ ଦିବସକୁ ସାରା ଦେଶରେ ସହୀଦ ଦିବସ ଭାବରେ ପାଳନ କରାଯାଉଥିବାବେଳେ ଜନଶୁଣାଣି ଶିବିର ଅବସରରେ ଅମର ସହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା ।

Related Posts

Seo wordpress plugin by www.seowizard.org.