Odisha News

ନୟାଗଡ଼ ଘର ଭିତରୁ ମୃତ ଦେହ ଉଦ୍ଧାର

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୬/୪ :ନୟାଗଡ଼, ଫାୟାର ଷ୍ଟେସନ ନିକଟ ଘର ଭିତରୁ ବିୟୁଟିପାଳର ମାଲିକାଣିଙ୍କ ଗଳିତ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ ।
ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘରରେ ଥିବାବେଳେ ଶବ ଜବତ କରି ଟାଉନ ଥାନା ପୋଲିସ ର ତଦନ୍ତ ଜାରି ରଖିଛି ।ମୃତ ମହିଳା ମମତା ନାୟକ ଚାନ୍ଦପୁର ଅଞ୍ଚଳ ର ହୋଇଥିବା ବେଳେ ମମତା ଙ୍କୁ ଘରଭଡ଼ା ନେଇ ରଖିଥିବା ଯୁବକ ରଣପୁର, ଖଣ୍ଡିସି ଅଞ୍ଚଳ ର ପ୍ରମୋଦ କୁମାର ଦାମ୍ବଲ ଙ୍କୁ ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.