Odisha News

ଗାତିଚୁକ୍ତ ହେବା ପରେ ଇମ୍ରାନଙ୍କ ବଡ଼ ବୟାନ: କ୍ଷମତାରେ ଥିଲା ବେଳେ ବିପଦ୍‌ଜ୍ଜନକ ନଥିଲି ଏବେ ହେବି

ପାକିସ୍ତାନରେ ଇମ୍ରାନ୍ ଖାନଙ୍କ ସରକାର କ୍ଷମତାସିନ ହେଲା ପରେ ଏକ ବଡ଼ ବ୍ୟୟାନ ଦେଇଛନ୍ତି । ସେ କହିଛନ୍ତତି ଯେ କ୍ଷମତାରେ ଥିବା ବେଳେ ବିପଜ୍ଜନକ ନ ଥିଲେ ଏବଂ ଏବେ ବିପଜ୍ଜନକ ହେବେ ବୋଲି ବୁଧବାର ଦିନ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ଚେତାବନୀ ଦେଇ କହିଛନ୍ତି।
ପେଶାୱାର୍ରେ ଆୟୋଜିତ ରାଲିରେ ଉଦ୍ବୋଧନ ଦେବା ବେଳେ ସେ କହିଛନ୍ତି, ସରକାରର ଅଂଶବିଶେଷ ଥିବା ବେଳେ ମୁଁ ବିପଜ୍ଜନକ ନ ଥିଲି, କିନ୍ତୁ, ଏଥର ଅଧିକ ବିପଜ୍ଜନକ ହେବି।
ଷଡ଼ଯନ୍ତ୍ର କରି ତାଙ୍କୁ ପ୍ରଧାନମନ୍ତ୍ରୀ ପଦର ହଟାଇ ଦିଆଯାଇଛି ବୋଲି ଅଭିଯୋଗ କରି ସେ ପଚାରିଛନ୍ତି ଯେ, ଗତ ସପ୍ତାହରେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପୂର୍ବରୁ ରାତି ଅଧରେ କାହିଁକି ଅଦାଲତ ସବୁ ଖୋଲାଯାଇଥିଲା? ମୁଁ କ’ଣ କୌଣସି ଆଇନ ଉଲ୍ଲଂଘନ କରିଥିଲି

Related Posts

Seo wordpress plugin by www.seowizard.org.