Odisha News ଅଭିନେତା ବିଜୟ ମହାନ୍ତି ଙ୍କ ଦେହାନ୍ତ ଭୁବନେଶ୍ୱର,୨୦/୭: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସୋମବାର ରାଜଦଧାନୀର କେୟାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ନିକଟରେ ସେ ହାଇଦ୍ରାବାଦରୁ ଓଡିଶା ଆସିଥିଲେ । Tags: bijay mohanty Bollywood actor Post navigation Previous Previous post: ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ୪୫୭ କରୋନା ସଂକ୍ରମିତNext Next post: Bijay Mohanty – The tall tree of Ollywood passes away Related Posts ଖୋରଧା ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ କର୍ମଶାଳା ଅନୁଷ୍ଠିତ: ‘ନିରନ୍ତରତା ନିମନ୍ତେ ବିଜ୍ଞାନ ଓ ନବସୃଜନ ସମ୍ପର୍କରେ ଆଲୋଚନା ଅପରେସନ ସିନ୍ଦୁର ପରାକ୍ରମ ଶୋଭାଯାତ୍ରା, ପଣ୍ଡିତ ନାରାୟଣ ମିଶ୍ରଙ୍କ ପ୍ରତିମୂର୍ତ୍ତି ଅନାଵରଣ ବୌଦ୍ଧ : ରାଜ୍ୟ ସରକାରଙ୍କ ମିଶନଶକ୍ତି ବିଭାଗର ତରଫରୁ ଓଡିଆ କବି ସମ୍ମିଳନୀ ଅନୁଷ୍ଠିତ