Odisha News ଅଭିନେତା ବିଜୟ ମହାନ୍ତି ଙ୍କ ଦେହାନ୍ତ ଭୁବନେଶ୍ୱର,୨୦/୭: ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା । ସୋମବାର ରାଜଦଧାନୀର କେୟାର ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ନିକଟରେ ସେ ହାଇଦ୍ରାବାଦରୁ ଓଡିଶା ଆସିଥିଲେ । Tags: bijay mohanty Bollywood actor Post navigation Previous Previous post: ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ୪୫୭ କରୋନା ସଂକ୍ରମିତNext Next post: Bijay Mohanty – The tall tree of Ollywood passes away Related Posts Koraput: High alert sounded in 2 more districts in Odisha after C’garh Maoist ambush ବୈାଦ୍ଧ : ସୁସ୍ଥ ହେଲେ ଆଉ ୫ କରୋନା ଆକ୍ରାନ୍ତ ଗଜପତି : ସମଲେଇ ନୃତ୍ୟ କଳା ପରିଷଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତରେ ଜିଲ୍ଲାସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ