Odisha News

ଶୀତରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ୱର,୨୨/୧୨: ଶୁକ୍ରବାର ରେକର୍ଡ ହୋଇଥିବା ସର୍ବନିମ୍ନ ରାତ୍ରି ତାପମାତ୍ରା
୧୦ ଡିଗ୍ରୀ ତଳେ ୧୬ ସହର ରହିଛି। ପାହାଡିଆ ଅଞ୍ଚଳ ମଧ୍ୟରେ ଜି. ଉଦୟଗିରି ଏବଂ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀ ସବୁଠୁ ଥଣ୍ଡା ସହର ଭାବେ ପରିଗଣିତ ହୋଇଛି ଫ
ଜି. ଉଦୟଗିରିରେ ଆଜିପୁରରେ ୯.୩ ଡିଗ୍ରୀ, ଝାରସୁଗୁଡ଼ାରେ ୯.୪ଡିଗ୍ରୀ, ରାଣୀତାଲରେ ୯.୪ ଡିଗ୍ରୀ ଏବଂ ଚିପିଲିମାରେ ମଧ୍ୟ ତାପମାତ୍ରା ୯.୪ ଡିଗ୍ରୀ ରହିଛି ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ଥିବା ବେଳେ ସେମିଳିଗୁଡ଼ାରେ ୫.୬, ଫୁଲବାଣୀରେ ୬, କିରେଇରେ ୭.୧, କୋରାପୁଟରେ ୭.୭, କେନ୍ଦୁଝରରେ ୭.୮, ଦାରିଙ୍ଗବାଡ଼ିରେ ୮ ଡିଗ୍ରୀ, ଅନୁଗୋଳରେ ୮.୬ ଡିଗ୍ରୀ, ଭବାନୀପାଟଣାରେ ୮.୬ ଡିଗ୍ରୀ, ରାଉରକେଲାରେ ୮.୭ ଡିଗ୍ରୀ, ସୁନ୍ଦରଗଡ଼ରେ ୯ ଡିଗ୍ରୀ, ନବରଙ୍ଗପୁରରେ ୯ ଡିଗ୍ରୀ, ସୋନ।

Related Posts

Seo wordpress plugin by www.seowizard.org.