Odisha News

ପଲାସ ଠାରେ ଜାତୀୟ ରାଜପଥ ନଂ ୫୭କୁ ଭାୟା ରାଜନପାଲି ଓ ପାନୁଆ ସାହି ରାସ୍ତା ଉନ୍ନତ୍ତି କରଣ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୯/୧୨ : ରବିବାର ଅପରାନ୍ହ ୨.୩୦ ମିନିଟ ସମୟରେ ପଲାସ ଠାରେ ପଲାସ ଛକ ଠାରୁ ଜାତୀୟ ରାଜପଥ ନଂ ୫୭ କୁ ଭାୟା ରାଜନପାଲି ଓ ପାନୁଆ ସାହି ରାସ୍ତା ଉନ୍ନତ୍ତି କରଣ ପ୍ରକଳ୍ପର ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।
ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ ।
ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ବୌଦ୍ଧ ଏନ ଏ ସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର ଓ ଅନ୍ୟ ମାନେ ମଞ୍ଚାସୀନ ଥିଲେ । ଉକ୍ତ ରାସ୍ତାର ଉନ୍ନତ୍ତି କରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୩ ଗୋଟି ୩୫ ଲକ୍ଷ ୯୮ ହଜାର ୪୫୭ ଟଙ୍କା ବ୍ୟୟ ବରାଦ ହୋଇଥିବା ସୂଚନା ମିଳିଛି ।

Related Posts