Odisha News

ଗଞ୍ଜାମ-ଖୋର୍ଦ୍ଧା ବର୍ଡର ସିଲ୍, ଭୁବନେଶ୍ୱର ପ୍ରବେଶ ଉପରେ କଡା କଟକଣା

ବ୍ରହ୍ମପୁର,୮/୭: ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟରେ ରଖି ଖୋର୍ଦ୍ଧା-ଗଞ୍ଜାମ ସୀମାକୁ ସିଲ୍ କରାଯାଇଛି । ସୀମା ସିଲ୍ ନେଇ ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।
ଏନେଇ ଟ୍ବିଟ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛି । ଗଞ୍ଜାମରୁ ଭୂବନେଶ୍ବର ଯିବା ପାଇଁ କାହାକୁ ଅନୁମତି ମିଳିବ ନାହିଁ । ପ୍ରଶାସନର ନିଷ୍ପତ୍ତିକୁ ମାନିବାକୁ ଲୋକଙ୍କୁ ଅପିଲ କରାଯାଇଛି ।

Related Posts

Seo wordpress plugin by www.seowizard.org.