ସୁନ୍ଦରଗଡ଼,୧୭/୯: ସୁନ୍ଦରଗଡ଼ରେ ବଢ଼ୁଛି ସ୍କ୍ରବ ଟାଇଫ୍ସ। ଆଜି ପୁଣି ୧୧ ଚିହ୍ନଟ ହୋଇଛି। ଏହା ସହ ସଂଖ୍ୟା ୧୮୦ରେ ପହଞ୍ଚିଛି। ୫୪ଟି ନମୁନା ମଧ୍ୟରୁ ୧୧ ସ୍କ୍ରବ ଟାଇଫସ୍ ଚିହ୍ନଟ ହେବା ସ୍ବାସ୍ଥ୍ୟ ବିଭାଗକୁ ଚିନ୍ତାରେ ପକାଇଛି।୧୪ ତାରିଖରେ ଜିଲ୍ଲାରେ ରାଜ୍ୟର ସର୍ବାଧିକ ୩୦ ଜଣ ଚିହ୍ନଟ ହୋଇଥିବାବେଳେ ୧୫ ତାରିଖରେ ୭ ଚିହ୍ନଟ ହୋଇଥିଲେ। ଗତ ଜାନୁଆରିରେ ମାତ୍ର ୪ଜଣ ଚିହ୍ନଟ ହୋଇଥିଲେ। ଏହା ମଧ୍ୟରେ ଅଗଷ୍ଟ ୨୩ରେ ବଡ଼ଗାଁ ତୁଡ଼ାଲଗାର ସହଦେବ ତେଲି ନାମକ […]Continue Reading
ସୁନ୍ଦରଗଡ଼/ଲେଫ୍ରିପଡ଼ା,୧୩/୪ : ଗୁରୁବାର ସକାଳେ ଲେଫ୍ରିପଡ଼ା ଥାନା ଛଟେନପାଲି ତାରିଣୀ ମନ୍ଦିର ନିକଟରେ ଏକ ଗୁଳିକାଣ୍ଡ ଘଟିଛି। ଅଜ୍ଞାତ ଦୁର୍ବୃତ୍ତମାନେ ଏକ ଛେଳି ବେପାରୀଙ୍କୁ ଗୁଳି ମାରି ହତ୍ୟା କରି ପ୍ରାୟ ୯ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିବା କୁହାଯାଉଛି। ମୃତକ ଭଷ୍ମା ଥାନା ଶରଧାପାଲିର ବୋଲି ଜଣାପଡ଼ିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଛି।ସୂଚନା ଅନୁସାରେ ଆଜି ସକାଳୁ ଶରଧାପାଲିର Continue Reading
ସୁନ୍ଦରଗଡ଼,୧୦/୪ : ଆଖି ଆଗରେ ଛୁଆର ମୃତଦେହ ପଡ଼ିଥିବା ବେଳେ ଏହାକୁ ସହଜେ ଗ୍ରହଣ କରିପାରୁନି ମା’ ହାତୀ। ଛୁଆଟି ଉଠିଯିବ ଭାବି ତା’ ପାଖ ଛାଡ଼ି ବି ଯାଉନି। ଛୁଆ ପାଖେପାଖେ ମା’ଟି ଘୁରି ବୁଲୁଥିବା ବେଳେ ଛୁଆ କିନ୍ତୁ ଆଉ ଉଠିବା ନାଁ ଧରୁନି।ଫଳରେ ପାଗଳ ପ୍ରାୟ ହୋଇ ଯାଇଥିବା ମା’ କେତେବେଳେ ଜଙ୍ଗଲକୁ ପଳାଉଛି, ପୁଣି କେତେବେଳେ ନିଜ ଛୁଆକୁ ଆସି ଦେଖିଦେଉଛି। ଏପରି ଏକ ଭାବପ୍ରବଣ ଦୃଶ୍ୟ ଆଜି ସକାଳୁ ସୁନ୍ଦରଗଡ଼ […]Continue Reading
ସୁନ୍ଦରଗଡ,୫/୪: ‘ସରି ଅଲ୍ ଅଫ୍ ୟୁ’ ହ୍ୱାଟସଆପ୍ ଷ୍ଟାଟସରେ ଲେଖି ଝୁଲି ପଡ଼ିଲେ ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି। ଆଜି ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ଧୀରଜ୍ ପ୍ରସାଦ। ଧୀରଜଙ୍କ ଘର ଟାଉନ ଥାନା ରାଜବାଟି ଅଞ୍ଚଳରେ।ଗତକାଲି ଧୀରଜ ହସଖୁସିରେ ସାଙ୍ଗମାନଙ୍କ ସହ ଦିନ ବିତାଇଥିଲେ। ସନ୍ଧ୍ୟାରେ ବିଜେଡି କର୍ମୀଙ୍କ ସହ ବସି କଥା ହୋଇଥିଲେ।ହେଲେ ରାତି ପ୍ରାୟ୧୨ ଟା ସମୟରେ ଧୀରଜ ନିଜ ହ୍ୱାଟସଆପ୍ ଷ୍ଟାଟସରେ […]Continue Reading
ସୁନ୍ଦରଗଡ଼,୨୭/୩ : ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ହାଇୱାକୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ବସ୍ ମାଲିକ ଓ ଏକ ଛୋଟ ଛୁଆ ଥିବା ଜଣାଯାଇଛି।ଅଜି ଭୋର ୪ଟା ସମୟରେ ସି‘ପ୍ରଭା’ ନାମକ ଯାତ୍ରୀବାହୀ Continue Reading
କୋଇଡା,୧୪/୩: ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ଅନ୍ତର୍ଗତ ଡେଙ୍ଗୁଳାସ୍ଥିତ ସେବାଶ୍ରମରେ ଗରମ ଡାଲି ପଡ଼ି ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟଣାରେ ଆଦିବାସୀ ଉନ୍ନୟନ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି।ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ କାର୍ମେଲା ବିଲୁଙ୍ଗ ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ବିକାଶ ରଂଜନ ନାଏକ ନିଲମ୍ଵିତ ହୋଇଛନ୍ତି। ସେହିପରି ତିନି ଜଣ ରୋଷେୟା ତାରିଣୀ ନାଏକ, କାର୍ତ୍ତିକ ନାଏକ ଓ ଧୀରେନ୍ଦ୍ର ରାଉତ ବହିଷ୍କୃତ ହୋଇଛନ୍ତି। ଏସ୍ସିଏସ୍ଟି Continue Reading
ସୁନ୍ଦରଗଡ଼,୬/୩ : ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ପୋଡ଼ଶୀକୁ କାଠ ଫାଳିଆରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ମହୁଲ ପଦା ଥାନା ଅନ୍ତର୍ଗତ ଫୁଲଝର ପଞ୍ଚାୟତର ହାତୀସଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଚଇତୁ ନାୟକ। ଅଭିଯୁକ୍ତ ଲକ ନାୟକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।ଜମିବାଡ଼ି ବିବାଦକୁ ନେଇ ଚଇତୁ ଓ ଲକ୍ଙ୍କ ମଧ୍ୟରେ ଦୀର୍ଘଦିନ ହେବ ବିବାଦ ଲାଗି ରହିଥିଲା। […]Continue Reading
ସୁନ୍ଦରଗଡ଼,୧୮/୧୨: ଚଳଚ୍ଚିତ୍ର ପ୍ରଯୋଜକ, ନିର୍ଦ୍ଦେଶକ ତଥା ନାଟ୍ୟକାର ପ୍ରଦୀପ ଭୋଳଙ୍କ ହୃଦଘାତରେ ପରଲୋକ ଘଟିଛି। ସେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ପରଲୋକ ଘଟିଥିବା ସୂଚନା ରହିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସୁନ୍ଦରଗଡ଼ରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଓଡ଼ିଆ ସିନେମା ଜଗତର ଏକ ଅପୁରଣୀୟ କ୍ଷତି।ସେ ବହୁ ସମ୍ବଲପୁରୀ ନାଟକ ରଚନା କରିବା ସହ ନିର୍ଦ୍ଦେଶନା ବି Continue Reading

ବଣାଇ,୯/୮: ବିଜ୍ଞାନ ଯୁଗରେ ବି ଲୋକମାନେ ଅନ୍ଧବିଶ୍ୱାସର ଅନ୍ଧଗଳିରୁ ବାହାରି ପାରୁନାହାନ୍ତି। ଚିକିତ୍ସା ପରିବର୍ତ୍ତେ ଝଡ଼ାଫୁଙ୍କାକୁ ଆପଣାଉଛନ୍ତି। ଡାକ୍ତରଙ୍କ ଚିକିତ୍ସା ଅପେକ୍ଷା ଗୁଣିଆର ଝଡ଼ାଫୁଙ୍କା ଦ୍ୱାରା ସାପ କାମୁଡ଼ା ଓ ଅନେକ ରୋଗ ଭଲ ହୋଇଯିବ ବୋଲି ବିଶ୍ୱାସ କରୁଛନ୍ତି।ଲୋକମାନଙ୍କ ଏପରି ଭୁଲ ଚିନ୍ତାଧାରା ଯୋଗୁ ଚାଲି ଯାଉଛି ଅନେକ ଜୀବନ। ଗତ ରବିବାର ପୁଣି ଏହିଭଳି ଦୁଇଟି ଘଟଣା ଦେଖିବାକୁ ମିଳିଛି। ଆଉ ଦୁଇଟି ଯାକ ଘଟଣା ଘଟିଛି ସୁନ୍ଦରଗଡ଼ Continue Reading

ବଣାଇ,୩/୭: ସୁନ୍ଦରଗଡ଼ ଜିଲ୍ଲା ମହୁଲପଦା ଥାନା ଅନ୍ତର୍ଗତ ଜାଙ୍ଗଳା ଶବରା ନିକଟରେ ଏକ କାର୍ ଓଲଟି ପଡ଼ିବାରୁ ୬ ଜଣ ଆହତ ହୋଇଛନ୍ତି। ସେମାନେ ସମସ୍ତେ ଗୋଟିଏ ପରିବାରର। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି।ଏହି ପରିବାର ରାଉରକେଲାର ଛେଣ୍ଡ କଲୋନୀରେ ରହନ୍ତି। ସେମାନେ ଏକ ନିର୍ବନ୍ଧ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଭୁବନେଶ୍ୱର ଯାଇଥିଲେ। ଗତକାଲି ରାତିରେ ସେଠାରୁ କାର୍ ଯୋଗେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।ଆହତ ୬ ଜଣଙ୍କ Continue Reading