Home Posts tagged Rourkela (Page 3)
Odisha News
ରାଉରକେଲା,୨୫/୧୨: ରାଉରକେଲାରେ ନିଜ ଘରେ ପହଞ୍ଚିଲେ ମୁକ୍ତିକାନ୍ତ ବିଶ୍ୱାଳ। ଭୁବନେଶ୍ୱର ପୁଲିସ ମୁକ୍ତିକାନ୍ତଙ୍କୁ ରାଉରକେଲା ସେକ୍ଟର ୨ ଅନ୍ତର୍ଗତ ଖରିଆବାହାଲ ବସ୍ତିରେ ତାଙ୍କ ବାପା ମାଙ୍କୁ ଜିମା ଦେଇଛନ୍ତି।ମୁକ୍ତିକାନ୍ତ ବିଶ୍ବାଳଙ୍କୁ ଗତକାଲି କ୍ୟାପିଟାଲ ହସ୍ପିଟାଲରୁ ଭୁବନେଶ୍ବର ଷ୍ଟେସନ ପର‌୍ୟ୍ୟନ୍ତ କଡ଼ା ସୁରକ୍ଷା ମଧ୍ୟରେ ପୁଲିସ ଭ୍ୟାନରେ ବସାଇ ନିଆଯାଇଥିଲା। ଷ୍ଟେସନରେ ପହଞ୍ଚିବା ପରେ ରାଜା-ରାଣୀ ଏକ୍ସପ୍ରେସରେ ଅପେକ୍ଷାରେ ଥିବା ତାଙ୍କ ପୀଉସୀ Continue Reading
Odisha News
ରାଉରକେଲା, ୭/୧୧: ଟେନସା ବରସୁଆଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଗେଷ୍ଟ ହାଉସରୁ ଲଜିଷ୍ଟିକାଲ ମ୍ୟାନେଜରଙ୍କ ରକ୍ତ ଜୁଡୁବୁଡ଼ୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ମୋତିଲାଲ ପାଲ। ସେ ଗେଷ୍ଟ ହାଉସରେ ଏକାକୀ ରହୁଥିଲେ।ତାଙ୍କୁ କେହି ପିଟିପିଟି ମାରିଦେଇଥିବା ସନ୍ଦେହ କରାଯାଉଛି। ଜିନ୍ଦଲ ଅଧିକାରୀ ଓ ଲହୁଣୀପଡ଼ା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି।ମିଳିଥିବା ସୂଚନା ଅନୁଯାୟୀ ମୋତିଲାଲ ଜିନ୍ଦଲ ଚାକିରିରୁ ଅବସର ନେବା ପରେ ତାଙ୍କୁ ପୁଣି ବରସୁଆଁ ଖଣିରେ Continue Reading
Odisha News
ରାଉରକେଲା, ୩୧/୧୦ : ଦେଓଗାଁ ହାଟିଙ୍ଗ ବସ୍ତିରେ ଘରୋଇ କଳିକୁ କେନ୍ଦ୍ର କରି ସ୍ୱାମୀର ଟାଙ୍ଗିଆ ଚୋଟରେ ପତ୍ନୀର ମୃତ୍ୟୁ ହୋଇଛି। ମୃତକ ହେଲେ ମଞ୍ଜୁ ସାଣ୍ଡିଲ(୩୨)। ସେ ଗତ ଦେଢ଼ବର୍ଷ ତଳେ ବିବାହ କରିଥିଲେ। ରଘୁନାଥପାଲି ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆରଜିଏଚ ପଠାଇଛି। ହତ୍ୟାକାରୀ ସ୍ୱାମୀ ଡିଭୁ ସାଣ୍ଡିଲଙ୍କୁ ଗିରଫ କରିଛି।ଗତକାଲି ରାତିରେ ପରିବାରର ଆର୍ଥିକସ୍ଥିତିକୁ ନେଇ ଉଭୟ ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତେଜିତ ହୋଇ Continue Reading
Odisha News
ରାଉରକେଲା, ୯/୧୦: କୁମାର ପୂର୍ଣ୍ଣିମାରେ ଅଘଟଣ । ବଜ୍ରାଘାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି । ଫୁଟବଲ ଖେଳୁଥିବା ସମୟରେ ବଜ୍ରପାତ ହୋଇଥିଲା । ହାତିବାରି ଥାନା କନ୍ଦରକେଲା ବନେଇ ଲତା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି ।ଆହତଙ୍କୁ ହାତିବାରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କିଛି ଆହତ ଗୁରୁତର ଥିବାରୁ ରାଉରକେଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଦୁଇଜଣ, ମାଇକେଲ ସୁରିନ (୧୫) ଓ ଅଜୟ […]Continue Reading
Odisha News
ରାଉରକେଲା, ୨୭/୯ : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା । ରାଉରକେଲା ଡେଲି ମାର୍କେଟ ସ୍ଥିତ ଶ୍ୱଶୁର ଘରେ ଆତ୍ମହତ୍ୟା କରିଛନ୍ତି ରମେଶ । ତେବେ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।ଖବର ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମଙ୍ଗଳବାର ଦିନ ସକାଳୁ ଘର ଖୋଲିବା ବେଳେ ତାଙ୍କର ଝୁଲନ୍ତା ମୃତଦେହ ଠାବ କରାଯାଇଥିଲା । ବେକରେ ଦୌଡି […]Continue Reading
Odisha News
ରାଉରକେଲା ୨୦।୯: ରାଉରକେଲା ଇସ୍ପାତ କାରଖାନାକୁ ଉତ୍ପାଦିତ ଷ୍ଟିଲ୍ ନେବାକୁ ଆସୁଥିବା ବେଳେ ମାଲ୍ବାହୀ ଟ୍ରେନ୍ଟି ଲାଇନଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍ର ୩ଟି ବଗି ଟ୍ରାକ୍ରୁ ଖସିଯାଇଛି । ଖବର ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରେ ଉତ୍ପାଦିତ ଷ୍ଟିଲକୁ ଅନ୍ୟ ରାଜ୍ୟକୁ ନେବା ଲାଗି ଏକ ମାଲବାହୀ ଟ୍ରେନ କାରଖାନାର ଟିଆରଏମ ବିଭାଗକୁ ଆସୁଥିଲା ।ଏହି ସମୟରେ ବନ୍ଧମୁଣ୍ଡା ୟାର୍ଡ଼ ନିକଟରେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଛି । ଠିକ ଭାବେ Continue Reading
Odisha News
ରାଉରକେଲା, ୨୬/୮: ଜଣେ ଛାତ୍ରୀଙ୍କୁ ଅସଲି ବୋର୍ଡ ସାର୍ଟିଫିକେଟ, ମାର୍କସିଟ୍ ଓ ସ୍କୁଲ ଲିଭିଂ ସାର୍ଟିଫିକେଟ ଦେବା ପାଇଁ ୧୨,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୁନ୍ଦରଗଡ଼ ଜିଲ୍ଲା କୁମଝରିଆ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୀତ ଉଚ୍ଚବିଦ୍ୟାଳୟର ଭାରପ୍ରାପ୍ତ ପଧାନଶିକ୍ଷକ ସଂଜୟ ସାମଲ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି।ସୂଚନା ଅନୁସାରେ ଶ୍ରୀ ସାମଲ ଏହି ଅଞ୍ଚଳର ଜଣେ ଗରିବ ଲୋକଙ୍କର Continue Reading
Odisha News
ରାଉରକେଲା/କୋଇଡ଼ା, ୨୦/୮ : ଶନିବାରସକାଳୁ ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ରାଇକଲା ଗୀତାରାଣୀ ଖଣି ଆଗରେ ଘଟିଛି ଅଭାବନୀୟ ଘଟଣା। ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଡ୍ରାଇଭର ସମେତ ଟିପ୍ପରଟି ଜଳିଯାଇଛି।ଲଗାଣ ବର୍ଷା ଜାରି ରହିଥିବାରୁ ଟିପ୍ପର(ନଂ ଓଡି୦୯କେ୩୮୩୫) ଭିତରେ ପାଣି ପଶିଯିବାରୁ ଡ୍ରାଇଭର ଡ଼ାଲାକୁ ଉପରକୁ ଟେକୁଥିଲେ।ହଠାତ ଟିପ୍ପରର ଡ଼ାଲା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯିବାରୁ ନିଆଁ ଲାଗି ଯାଇଥିଲା। ଡ୍ରାଇଭର Continue Reading
Odisha News
ରାଉରକେଲା,୨୯/୭ : ହତ୍ୟା ନା ଆତ୍ମହତ୍ୟା । ଯୁବତୀଙ୍କ ଘର ଆଗରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ । ରାଉରେକଲା ସେକ୍ଟର-୧୬ ଶିବାଜୀ ନଗର ବସ୍ତିରେ ଏପରି ଘଟଣା ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ଶୁକ୍ରବାର ଦିନ ସେକ୍ଟର ଶିବାଜୀ ନଗର ବସ୍ତିର ଏହି ଘଟଣା ସମସ୍ତଙ୍କୁ ଆଶ୍ଚର‌୍ୟ୍ୟ କରିଛି । ଜଣେ ଯୁବତୀଙ୍କ ଘରେ ଆଗରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ତେବେ […]Continue Reading
Odisha News
ରାଉରକେଲା, ୬/୭: ବହୁ ଚର୍ଚ୍ଚିତ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଉପରୁ ପରଦା ହଟି ନ ଥିବା ବେଳେ ଜୀବନ ହାରିଛନ୍ତି ତାଙ୍କ ପୁରୁଷ ବନ୍ଧୁ ସନ୍ତୋଷ ପାତ୍ର । ଗତକାଲି ବିଳମ୍ବିତ ରାତିରେ ରାଉରକେଲା ବାସନ୍ତୀ କଲୋନୀରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ସନ୍ତୋଷ ।ସନ୍ତୋଷ ରାଉରକେଲାରେ ନିଜ ବାପାମା’ଙ୍କ ସହ ରହୁଥିଲେ। ମାତ୍ର ଗତକାଲି ରାତିରେ ନିଜ ବେଡରୁମ୍ରେ ଥିବା ସନ୍ତୋଷ ଏପରି ଚରମ ପଦକ୍ଷେପ ନେଇଥିଲେ। ପରିବାର ଲୋକେ ଏହା […]Continue Reading
Seo wordpress plugin by www.seowizard.org.