କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୪/୫ : ଇସଲାମ ଧର୍ମର ଅନୁଗାମୀଙ୍କ ପାଇଁ ରମଜାନ ମାସ ଖୁବ ପବିତ୍ର। ଏମିତି କହିବାକୁ ଗଲେ ପ୍ରତିଟି ଦିନ ଓ ମାସ ପବିତ୍ର ଓ ମହତ୍ୱ ରଖେ । କିନ୍ତୁ ରମଜାନ ମାସର ସ୍ଥାନ ଖୁବ ଉଚ୍ଚରେ ।ଏହି ମାସ ଆରମ୍ଭରୁ ସମସ୍ତ ଇସଲାମ ଧର୍ମର ବିଶ୍ଵବ୍ୟାପୀ ଅନୁଗାମୀ ତଥା ସମସ୍ତ ସାବାଳକ, ବାଳିକା ନିଜକୁ ସମ୍ପୂର୍ଣ୍ଣ ରୂପେ ଆହ୍ଲାଙ୍କ ନିକଟରେ ନିଜକୁ ସମର୍ପିଦିଅନ୍ତି ।ଭୋର ୩ଟାରୁ ଉଠି ସନ୍ଧ୍ୟାର ସୂର୍ୟ୍ୟାସ୍ତ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୭/୪ : ଓଡିଶା ସ୍ଵଛ ଭାରତ ଅଭିଯାନ, ଶିଶୁ କନ୍ୟା ସୁରକ୍ଷା ଆଳରେ ଏକ ବିହାରୀ ଏନଜିଓ ପାଇଁ ସ୍ୱୟଂ ଜିଲ୍ଲାପାଳ ନିଯେ ଦଲାଲି କରିବା ଦୁର୍ଭାଗ୍ୟଜନକ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଗଣମାଧ୍ୟମ ପ୍ରତିନିଧି ଙ୍କୁ ପ୍ରେସ ବାର୍ତ୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି।ନୟାଗଡ ଜିଲ୍ଲାରେ ପ୍ରାୟ ୧୫୦୦ ଗ୍ରାମର ତିନିଲକ୍ଷ ଘରେ ଏହି ବିହାରୀ ଏନଜିଓ ର ୩୦ ଟଙ୍କିଆ ବୋର୍ଡ ଲଗାଇବା ପାଇଁ ଜିଲ୍ଲାପାଳଙ୍କ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୭/୪ :ନୟାଗଡ ଜିଲ୍ଲାର ସ୍ବାସ୍ଥ୍ୟଗତ ସମସ୍ୟାକୁ ଯଦି ତର୍ଜମା କରାଯାଏ, ଜଣାପଡେ ଯେ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଭୁଷୁଡି ପଡିଛି।ନୟାଗଡ ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ନୟାଗଡ ତଥା ନୟାଗଡ଼ ସୀମାନ୍ତ ଜିଲ୍ଲାର ଲୋକେ ସାସ୍ଥ୍ୟସେବା ପାଇଁ ନିର୍ଭର କରି ଆସୁଛନ୍ତି ।ମାତ୍ର, ଏହା ସତ୍ତ୍ଵେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିରହିଥିବା ଅବ୍ୟବସ୍ଥାରେ କୌଣସି ସୁଧାର ଆସୁନାହିଁ । Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୬/୪ :ନୟାଗଡ଼, ଫାୟାର ଷ୍ଟେସନ ନିକଟ ଘର ଭିତରୁ ବିୟୁଟିପାଳର ମାଲିକାଣିଙ୍କ ଗଳିତ ଝୁଲନ୍ତା ମୃତ ଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ ।ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘରରେ ଥିବାବେଳେ ଶବ ଜବତ କରି ଟାଉନ ଥାନା ପୋଲିସ ର ତଦନ୍ତ ଜାରି ରଖିଛି ।ମୃତ ମହିଳା ମମତା ନାୟକ ଚାନ୍ଦପୁର ଅଞ୍ଚଳ ର ହୋଇଥିବା ବେଳେ ମମତା ଙ୍କୁ ଘରଭଡ଼ା ନେଇ ରଖିଥିବା ଯୁବକ ରଣପୁର, ଖଣ୍ଡିସି ଅଞ୍ଚଳ ର […]Continue Reading
କିଶୋର ମହାନ୍ତିଙ୍କ ରିପୋର୍ଟନୟାଗଡ଼, ୨୫/୪ : ରାଜ୍ୟର ପ୍ରମୁଖ ଉତ୍ତପ୍ତ ସହର ନୟାଗଡ ସହ ଜିଲ୍ଲାବ୍ୟାପି ଟାଟା ପାୱାର କମ୍ପାନୀ ର ମନଇଛା ଅଘୋଷିତ ବିଦ୍ୟୁତକାଟକୁ ଦୃଢ଼ ପ୍ରତିବାଦ କରି ଜିଲ୍ଲା କଂଗ୍ରେସର ତିନିଜଣିଆ ପ୍ରତିନିଧି ଦଳ ଆଜି ମଧ୍ୟାହ୍ନରେ ଟାଟା ପାୱାର କମ୍ପାନୀ ଜିଲ୍ଲା ମୁଖ୍ୟ ପରିଚାଳକଙ୍କୁ ସାକ୍ଷାତ କରି ଅଘୋଷିତ ବିଦ୍ୟୁତକାଟ କୁ ତୁରନ୍ତ ବନ୍ଦ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।ସମ୍ପ୍ରତ୍ତି ନୟାଗଡ ଜିଲ୍ଲାରେ ୪୨ ଡିଗ୍ରୀ ସେଲସିୟସ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୫/୪: ନୟାଗଡ଼ ସର୍ବପୁରାତନ କେ ସି କ୍ଲବ ର ସଭାପତି ଭାବେ ଭାଗିରଥି ଦାସ ନିର୍ବାଚିତ ହେଇଛନ୍ତି। ସମ୍ପାଦକ ଭାବେ ସଂଗ୍ରାମ କେଶରୀ ଗୁମାନସିଂ ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ କାମେଶ ସାହୁ ନିର୍ବାଚିତ ହୋଇଛନ୍ତି ।ପୂର୍ବରୁ ଉପ ସଭାପତି ଏବଂ ଯୁଗ୍ମ ସମ୍ପାଦକ ନିର୍ଦ୍ଦୋନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୯/୪ : ନୟାଗଡ଼ ଜିଲ୍ଲା ଓଡଗାଁ ସାହାରା ଇଣ୍ଡିଆ ବ୍ରାଞ୍ଚ ଜମାକାରୀ ଙ୍କୁ ବେସାହାରା କରିଥିବା ଅଭିଯୋଗ ହୋଇଛି ।ସାହାରା ଇଣ୍ଡିଆ କୁ ବିଶ୍ୱାସ କରି ବହୁ ଜମାକାରୀ ଲକ୍ଷ ଲକ୍ଷ ଟଙ୍କା ଡିପୋଜିଟି କରିଛନ୍ତି। ବ ଡିପୋଜିଟି ର ସମୟ ସୀମା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସାହାରା ଇଣ୍ଡିଆ ଜମାକାରୀ ମାନଙ୍କୁ ପଇସା ଫେରାଉ ନଥିବା ଅଭିଯୋଗ ହୋଇଛି ।ଏହାର ପ୍ରତିବାଦ ରେ ଜମାକାରୀ ମାନେ ଓଡଗାଁ ସାହାରା ଇଣ୍ଡିଆ ଅଫିସ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୭/୪ : ନୟାଗଡ଼ ବହୁଚର୍ଚ୍ଚିତ ମେରୁ ଶୋଭାଯାତ୍ରା ଉତ୍ସବରେ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ଗୋଷ୍ଠୀ ସଂଘର୍ଷ ଏବଂ ହତ୍ୟାକାଣ୍ଡ ଘଟଣା।ନୟାଗଡ଼ ଟାଉନଥାନା ପୋଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ହତ୍ୟା ଘଟଣାରେ ଦେଉଳ ପଲ୍ଲୀ ଗ୍ରାମର ରବି ପ୍ରଧାନ ଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଲୁଚାଇ ରଖିଥିବା ଅପରାଧ ରେ ରବି ର ଭଣଜା ବୋହୂ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୭/୪: ପୁର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ଉତ୍ସବ ରେ ୧୦୬ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି।ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଗୁରୁ ପ୍ରସାଦ ଜେନା ଓ ସମସ୍ତ କାଉନସିଲର ଯୋଗଦେଇଥିବା Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟ ନୟାଗଡ଼, ୧୬/୪ : ନୟାଗଡ଼ ରୋଟାରୀ ଭବନ ଠାରେ ଓଡିଶା ସାହିତ୍ୟ ଏକାଡେମୀ ସଭାପତି ହୃଷିକେଶ ମଲ୍ଲିକ ଙ୍କ ଦ୍ଵାରା ବିଶ୍ବନାଥ ମହାପାତ୍ର ଙ୍କ ରଚିତ ଉପନ୍ୟାସ ପାରିଆପଣେ ପାଣ୍ଡିଆ ଲୋକାର୍ପିତ ହୋଇଯାଇଛି। ନୟାଗଡ଼ ର ବହୁ ସାରସ୍ଵତ ପ୍ରେମୀଙ୍କ ଗହଣରେ ଏହି କାର୍ଯ୍ୟକ୍ରମକୁ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୈାରହିତ କରିଥିବାବେଳେ ରଞ୍ଜୁବାଳା ପ୍ରକାଶନୀ ର ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ଦେଇଥିଲେ। ଶିକ୍ଷକ ଅଲେଖ ବେହେରା ଓ Continue Reading