Odisha News

କେ ସି କ୍ଲବ ସଭାପତି ଭାବେ ଭାଗିରଥି ଦାସ ନିର୍ବାଚିତ

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୫/୪: ନୟାଗଡ଼ ସର୍ବପୁରାତନ କେ ସି କ୍ଲବ ର ସଭାପତି ଭାବେ ଭାଗିରଥି ଦାସ ନିର୍ବାଚିତ ହେଇଛନ୍ତି। ସମ୍ପାଦକ ଭାବେ ସଂଗ୍ରାମ କେଶରୀ ଗୁମାନସିଂ ନିର୍ବାଚିତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ କାମେଶ ସାହୁ ନିର୍ବାଚିତ ହୋଇଛନ୍ତି ।
ପୂର୍ବରୁ ଉପ ସଭାପତି ଏବଂ ଯୁଗ୍ମ ସମ୍ପାଦକ ନିର୍ଦ୍ଦୋନ୍ଦରେ ନିର୍ବାଚିତ ହୋଇଥିବା ସୂଚନା ମିଳିଛି।

Related Posts

Seo wordpress plugin by www.seowizard.org.