କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୬/୬ : ନୟାଗଡ଼ ମୋଦି ସରକାର ଙ୍କ ୮ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ପର୍ବ ପାଳନ ତଥା ମୋଦି ସରକାର ଙ୍କ ଦିତୀୟ ପାଳିର ତୃତୀୟ ବର୍ଷ ପୁର୍ତ୍ତି ଉପଲକ୍ଷେ ବିକାଶ ର ହିସାବ ଦେଇଛି ବିଜେପି।ନୟାଗଡ଼ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଲାଲା ମନୋଜ ରାୟ ଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୋଦି ସରକାର ଙ୍କ ସଫଳତା ଏବଂ ରାଜ୍ୟ ସରକାରଙ୍କ ବିଫଳତାକୁ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୪/୬ : ନୟାଗଡ଼ ଜିଲ୍ଲା ର ଚୁକ୍ତି ଭିତିକ ୨ ଜଣ ଗ୍ରାମ ରୋଜଗାର ସେବକ GRS ଙ୍କୁ ଆଜି ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଭା ପ୍ର ସେ ଚାକିରୀ ରୁ ବହିଷ୍କୃତ କରିଛନ୍ତି । ଶ୍ରୀ ବଳଭଦ୍ର ସ୍ୱାଇଁ ଯିଏକି ଭାପୁର ବ୍ଲକ ଅନ୍ତର୍ଗତ ନି ମାନି GP ପୂର୍ବତନ GRS ତଥା ବର୍ତ୍ତମାନ ବଡ଼ ସହାରା GP ର GRS ଭାବେ କାମ କରୁଥିଲେ ।ତାଙ୍କ ନାମ ରେ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୨/୬ : ସ୍ତ୍ରୀ କୁ ହତ୍ୟା କରିଥିବା ମାମଲାର ଶୁଣାଣି କରି ସ୍ବାମୀ କୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତିି ନୟାଗଡ଼ ଜିଲ୍ଲା ଜଜ୍ ରୁପଶ୍ରୀ ଚୋୖଧୁରୀ। ସୂଚନାଯୋଗ୍ୟ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ କେସରସିଂ ଗ୍ରାମର ଅଜାତି ନାୟକଙ୍କ ପୁଅ ଶ୍ରୀଧର ନାୟକ ନିଜ ସ୍ତ୍ରୀ ସତ୍ୟଭାମା ନାୟକଙ୍କ ଚରିତ୍ର ଉପରେ ସନ୍ଦେହ କରି ଜୀବନରେ ମାରିଦେବା ପାଇଁ ଯୋଜନା କରିଥିଲେ। ସ୍ତ୍ରୀ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧/୬ : ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଦୁର୍ଦୁରା ପଞ୍ଚାୟତ ଦୁର୍ଦୁରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉତ୍ତମ ପ୍ରଧାନ ଅବସର ଗ୍ରହଣ କରିଛନ୍ତି।ଏହି ଅବସରରେ ପ୍ରଧାନଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ। ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଉତ୍ତମ ପ୍ରଧାନ ବିଦ୍ୟାଳୟ ର Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୯/୫ : ଶାକ ଦ୍ଵୀପ ସୌର ବ୍ରାହ୍ମଣ ସମାଜ ବାର୍ଷିକ ସାଧାରଣ ସଭା ଓ ଜ୍ୟୋତିଷ ସମ୍ମିଳନୀ ବାଉଁଶିଆପଡା ଠାରେ ୨ଦିନ ଧରି ଅନୁଷ୍ଠିତ ହୋଇଅଛି। ନୟାଗଡ ଜିଲ୍ଲା ସୌର ବ୍ରାହ୍ମଣ ସମାଜର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ଵର ସଭା କାଯ୍ୟ ଆରମ୍ଭ ହୋଇଥିଲା।ଉକ୍ତ ସଭାରେ ଓଡଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋକନାଥ ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏବଂ ରାଜ୍ୟ ଦୈବଜ୍ଞ ବ୍ରାହ୍ମଣ ମହାସଂଘର Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୯/୫ : ନୟାଗଡ଼ ଜିଲ୍ଲାରେ ଯୋର୍ ଧରିଲା ମେଡିକାଲ କଲେଜ ଦାବି। ନୟାଗଡ଼ ଯୁବ ନେତା ସନ୍ତୋଷ କୁମାର ପ୍ରଧାନ ଙ୍କ ଆବାହାକତ୍ବ ରେ ନୟାଗଡ଼ ବିକାଶ ମଞ୍ଚ ତରଫରୁ ସ୍ଥାନୀୟ ଗୋଦାବରୀ କଲ୍ୟାଣ ମଣ୍ଡପ ଠାରେ ନୟାଗଡ଼ ଜିଲ୍ଲାର ମେଡିକାଲ କଲେଜ ଦାବି ନେଇ ଏକ ସାଧାରଣ ସଭାର ଆୟୋଜନ ହୋଇଯାଇଛି। ଦଳମତ ନିର୍ବିଶେଷରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏବଂ ବିଭିନ୍ନ ସଙ୍ଗଠନର ବହୁ ସଭ୍ୟ ଯୋଗଦେଇଥିଲେ।ଆୟୋଜିତ ଏହି କାର୍ଯ୍ୟକ୍ରମରେ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୦/୫ : ନୟାଗଡ଼ ସ୍ଥାନୀୟ ବରିଷ୍ଠ ନାଗରିକ ଗୋଷ୍ଠୀ କେନ୍ଦ୍ର ଠାରେ ସଭାପତି ଶ୍ରୀ ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ବୈଠକ ଅନୁଷ୍ଠିତ ହୋଇଅଛି। ସମ୍ପାଦକ ଦୁର୍ୟୋଧନ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିବା ସହ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ହେବାପରେ ଜିଲ୍ଲା ସଂଘ କୁ ସୂସଙ୍ଗଠିତ କରିବା ସକାଶେ ସଭ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଜିଲ୍ଲା ବରିଷ୍ଠ ନାଗରିକ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୫: ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଧଳା ଜହର ଚୋରି ଡକାୟତି ବଢ଼ିବାରେ ଲାଗିଥିବା ବେଳେ ଶରଣକୁଳ ପୋଲିସ କୁ ମିଳିଛି ବଡ଼ ସଫଳତା। ନୟାଗଡ଼ ଏସ୍ପି ଆଲେଖ ଚନ୍ଦ୍ର ପାହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ପୋଲିସ ଏକ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି।ଏସ୍ପି ଶ୍ରୀଯୁକ୍ତ ପହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ଆଇଆଇସି ଜୟଦିପ ମହାନ୍ତି ଙ୍କ ନେତୃତ୍ବରେ ଏକ ବଡଧରଣର ଲୁଟୁ କରିବାପାଇଁ ଯୋଜନା କରିଥିବା ଏକ ଗ୍ୟାଙ୍ଗ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୂଆଗାଁ(ନୟାଗଡ଼)୧୨/୫ : ନୟାଗଡ଼ ଚାଇଲଡ ଲାଇନ୍ନ ଓ ବାଲ୍ୟ ବିବାହ ନିଷେଧ ଅଧିକାରୀ ମିଳିତ ଭାବରେ ଚଡାଉ କରି ନୂଆଗାଁ ବ୍ଲକ ର ଅଭୟପୁର ଗ୍ରାମରେ ଏକ ବାଲ୍ୟବିବାହ ରୋକିବାରେ ସଫଳ ହୋଇଛନ୍ତି।ଅଭୟପୁର ଗ୍ରାମର ନାବାଳିକା ଝିଅ ଯାହାର ବୟସ ୧୬ ବର୍ଷ କୁ ପିତା – ପଞ୍ଚୁ ନାୟକ କରାଯାଉଥିବା ନାବାଳିକା ଝିଅର ବୟସ ୧୬ ହୋଇଥିବା ବେଳେ ନାବାଳିକା ର ପିତା -ପଞ୍ଚୁ ନାୟକ, ନୟାଗଡ଼ଜିଲ୍ଲା ମାଳିସାହି ଗ୍ରାମର ଦିଲିପ୍ ନାୟକଙ୍କ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୧୧/୫ : ଅନନ୍ୟା ଫାଉଣ୍ଡେସନ ତରଫରୁ ଆଜି ନୟାଗଡ଼ ତ୍ରିନାଥ ଛକଠାରେ ପଦ୍ମଶ୍ରୀ ରଜତ କରଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ସଭାରେ ଦୁଇ ମିନିଟ୍ ନିରବ ଶୋକ ପ୍ରାର୍ଥନା କରିବା ପରେ ସଦସ୍ୟମାନଙ୍କ ଦ୍ୱାରା ସ୍ମୃତିଚାରଣ କରାଯାଇଥିଲା।ଜଗନ୍ନାଥ ସଂସ୍କୃତିର ଗବେଷକ ତଥା ଭଞ୍ଜ ସାହିତ୍ୟର ପ୍ରଚାରକ ରଜତ କରଙ୍କର ବିୟୋଗ ସାହିତ୍ୟ ଦୁନିଆକୁ ଏକ ଅପୁରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ଆଜିର ଏହି Continue Reading