କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୬/୬: ଅନନ୍ୟା ଫାଉଣ୍ଡେସନ୍ ଫାଉଣ୍ଡେସନ ତରଫରୁ ନୟାଗଡ଼ ବ୍ଲକ ଗମ୍ଭାରୀଡ଼ିହି ପଂଚାୟତର କୃଷ୍ଣାଦେଇପୁର ଗ୍ରାମର ରଶ୍ମିତା ଦୀକ୍ଷିତଙ୍କ ଅସ୍ତ୍ରୋପଚାର ପାଇଁ ସହଯୋଗ କରାଯାଇଛି।ରଶ୍ମିତା ଦୀକ୍ଷିତଙ୍କ ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ। ରଶ୍ମିତାଙ୍କ ପେଟ ଦୀର୍ଘ ତିନି ମାସ ହେଲା ଅସ୍ୱାଭାବିକ ଭାବେ ବଢିବାକୁ ଲାଗିଥିଲା। ସ୍ଵାମୀଙ୍କ ସ୍ବଳ୍ପ ରୋଜଗାର ଏବଂ ସ୍ୱାମୀ ଚିକିତ୍ସା ପାଇଁ ସେତିକି ସଚେତନ ନଥିବାରୁ ରଶ୍ମିତା Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୪/୬: ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିରରେ ବିଜେଡି କୁ ଆକ୍ଷେପ । ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ନୟାଗଡ ଜିଲ୍ଲା କଂଗ୍ରେସ କମିଟି ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କଂଗ୍ରେସ ଚିନ୍ତନ ଶିବିର ସ୍ଥାନୀୟ ହୋଟେଲ ନୀଳମାଧଵ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ଦିନିକିଆ ସଂକଳ୍ପ ଶିବିରରେ ଜିଲ୍ଲାକୁ ମନ୍ତ୍ରୀ ଶୂନ୍ୟ କରାଯାଇ ୧୨ ଜିଲ୍ଲାବାସୀଙ୍କ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୬: ନୟାଗଡ ଜିଲ୍ଲା ରଣପୁର ବ୍ଲକ ବଜ୍ରକୋଟ ପଞ୍ଚାୟତ ଅଧିନସ୍ଥ ପର୍ଯ୍ୟଟନ ସ୍ଥଳୀ ମା’ ଅସୁରକୁମାରୀ ପୀଠ ଠାରେ ମନ୍ଦାକିନୀ ସାହିତ୍ୟ ସଂସ୍କୃତି ସଂସଦର ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି ।ଏହି କାର୍ଯ୍ୟକ୍ରମ ଅବସର ପ୍ରାପ୍ତ ପ୍ରାଧ୍ୟାପକ ବିଜୟ କୁମାର ଜେନାଙ୍କ ସଭାପତିତ୍ବରେ ପରିଚାଳିତ ହୋଇଥିଲା ।ଏହି ସଭାରେ ମୁଖ୍ୟଅତିଥି ଭାବରେ ନୟାଗଡ ଜିଲ୍ଲା ଶିକ୍ଷାବିତ୍ ତଥା Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୬: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅଲେଖ ଚନ୍ଦ୍ର ପହି ଙ୍କ ଅଧ୍ୟକ୍ଷତାରେ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପହି ଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ, ଖଣ୍ଡପଡ଼ା ପଞ୍ଚାୟତ ସମିତି Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୧/୬ :ନୟାଗଡ଼ ସ୍ଥାନୀୟ ଡିଭାଇନ କଲେଜ ପରିସରରେ ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା, ତଥାସ୍ତୁ,ଓ ମା ଫାଉଣ୍ଡେସନ ମିଳିତ ଆନୁକୁଲ୍ୟରେ ଛାତ୍ର ଛାତ୍ରୀ, ସହ କବି କଳାକାର, ଓ କଣ୍ଠଶିଳ୍ପୀ କୁଂ ନେଇ ନୂଆ ସ୍ଵର ନିଆରା କଥା “ସାହିତ୍ୟ ସଂଧ୍ୟା”।କାର୍ଯ୍ୟକ୍ରମ ପୂର୍ବରୁ ମା’ଫାଉଣ୍ଡେସନ ତରଫରୁ ବିଶ୍ଵ ପଯ୍ୟାବରଣ ପାଇଁ ଚଳିତ ବର୍ଷ ର ଥିମ୍ “କେବଳ ଗୋଟିଏ ପୃଥିବୀ” କୁ ପ୍ରାଧାନ୍ୟ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୦/୬: ନୟାଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଅଧ୍ୟକ୍ଷତାରେ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୋଲିସ ପ୍ରଶାସନ, ଶିଶୁ ସୁରକ୍ଷା ସଦସ୍ୟମାନେ ଯୋଗଦେଇଥିଲେ।ବିଭାଗୀୟ ଶ୍ରମ ଆୟୁକ୍ତ ବୈଠକରେ ଶିଶୁ ଓ କିଶୋର ଶ୍ରମ ନିଷେଧ ଓ ନିୟନ୍ତ୍ରଣ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୯/୬ : ନୟାଗଡ଼ ପୌର ପରିଷଦ ପକ୍ଷରୁ ପଠାଣି ସାମନ୍ତ ଅଡିଟୋରିୟମ ଠାରେ ଜାଗା ସମ୍ପର୍କ ଓ ସଶକ୍ତିକରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବସ୍ତିବାସିନ୍ଦା ପ୍ରକୃତରେ ସହରର ନିର୍ମାଣ କାରୀ ଜାଗା ମିଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୬: ନୟାଗଡ଼ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ଆରକ୍ଷୀ ଅଧିକ୍ଷକ ଆଲେଖ ପହି , ମ୍ୟୁନିସିପାଲଟି ଅଧ୍ୟକ୍ଷା ନିରୁପମା ଖଟେଇ, ଡିଏସପି ସନ୍ତୋଷ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।ରଥ ନିର୍ମାଣ ପାଇଁ ୫୩ ଲଗ କାଠର ଆବଶ୍ୟକତା ଥିବା ବେଳେ କାଠର ଅଭାବ ଲାଗି ରଥ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୭/୬ : ଅଖିଳ ଭାରତ କଂଗ୍ରେସ କମିଟି ଉଦୟପୁର ନବ ସଂକଳ୍ପ ଶିବିର ନିଷ୍ପତି କ୍ରମେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ଜୁନ ୧୧ ଠାରୁ ୧୪ ତାରିଖ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦିନିକିଆ ସଂକଳ୍ପ ଶିବିର ପରିପ୍ରେକ୍ଷୀରେ ଆଜି ଡିସିପି କାର୍ଯ୍ୟାଳୟ ଠାରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇ ଯାଇଛି ।ଆସନ୍ତା Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୭/୬ : ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ଗମ୍ଭାରୀଡ଼ିହି ପଂଚାୟତ କୃଷ୍ଣାଦେଇପୁରର ରଶ୍ମିତା ଦୀକ୍ଷିତଙ୍କ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଛି। ରଶ୍ମିତା ଦୀକ୍ଷିତଙ୍କ ବୟସ ୪୩, ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ।ରଶ୍ମିତା ଦୀକ୍ଷିତଙ୍କ ପେଟ ଗଲା ତିନି ମାସ ହେବ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗିଲା। ନିଜର ଆର୍ଥିକ ସ୍ଥିତି ସୁଦୃଢ଼ ନଥିବାରୁ ଚିକିତ୍ସା କରାଇ ପାରି ନଥିଲେ। ଅନନ୍ୟା Continue Reading