ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ,୨୩/୧୦ ନୟାଗଡ ନୂଆ ରାଜବାଟୀ କଲ୍ୟାଣୀ ମଣ୍ଡପ ଠାରେ ୪ର୍ଥ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ଚମ୍ପିୟାନ ସିପ -୨୦୨୨ ରବିବାର ଅନୁଷ୍ଠିତ ହୋଇ ଯାଇଛି ।ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁନିସିପାଲିଟିର ଅଧକ୍ଷା ନିରୁପମା ଖଟେଇ ଯୋଗ ଦେଇ ଟାଇକୋଣ୍ଡ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳି ମାନଙ୍କର ଉତ୍ତୋରାତ୍ତର ଉନ୍ନତି କାମନା କରିଥିଲେ Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୨/୧୦ :ନୟାଗଡ ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ଅଞ୍ଚଳ ରେ ଦିନକୁ ଦିନ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ । ପୋଲିସ କୁ ଚାଖମା ଦେଖାଇ କରୁଛନ୍ତି ଲୁଟ । ଲୁଟେରା ଗ୍ୟାଙ୍ଗ ର ନଜର ରେ ଏବେ ମନ୍ଦିର ଏବଂ ସ୍କୁଲ । ଫାଣ୍ଡି କର୍ମଚାରୀ ଙ୍କ ଗତିବିଧି କୁ ନଜର କରି ଲୁଟେରା ମାନେ କରୁଛନ୍ତି ଲୁଟ । ଦଶ ଦିନ ମଧ୍ୟରେ ଦୁଇ ଦୁଇ ଟି ସ୍ଥାନ ରେ ଚୋରି […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୧/୧୦: ନୟାଗଡ଼ ସଦର ଥାନା ପୋଲିସ ପକ୍ଷରୁ ଚଢ଼ାଉ କରି ଡାହୁକା ନଦୀ କୁଳ ବାଉଁଶ ତୋଟା ରୁ ପାଞ୍ଚ ଜଣ ଜୁଆଡ଼ି ଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ନଗଦ ସାତ ହଜାର ଟଙ୍କା,୫୧ଟି ତାସ ପତା ଏବଂ ଚାରୋଟି ମୋଟର ସାଇକେଲ ଜବତ କରିଛି ସଦର ଥାନା ପୁଲିସ !ସୂଚନା ଅନୁସାରେ ଡାହୁକା ନଦୀ କୁଳ ରେ ଥିବା ଏକ ବାଉଁଶ ତୋଟା ରେ ଜୁଆ ଖେଳ ଚାଲିଥିବା […]Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୨୦/୧୦: ନୟାଗଡ଼ ବ୍ଲକ ଓ ପୌର ପରିଷଦ ବିଜୁ ଜନତା ଦଳ ଆନୁକୁଲ୍ୟରେ ଆୟୋଜିତ ଜନସମ୍ପର୍କ ପଦଯାତ୍ରା ବିଜେଡି କାର୍ଯ୍ୟାଳୟଠାରୁ ବାହାରି କଲିମି ତୋଟାଠାରେ ଶେଷ ହୋଇଛି।ଉକ୍ତ ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ନୟାଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପଦ୍ମନାଭ ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ରଣପୁର ସତ୍ୟ ନାରାୟଣ Continue Reading
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼ , ୨/୧୦: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅବହେଳା ଯୋଗୁଁ ଜିଲ୍ଲାରେ ୫ଟି ଘରୋଇ ଚିକିତ୍ସାଳୟରେ ବିଜୁ ସ୍ଵାସ୍ଥ୍ୟ ବୀମା ଯୋଜନା ସମ୍ପୂର୍ଣ୍ଣ ଭାବେ ଅଚଳ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ରୋଗୀମାନେ ଏହି ଯୋଜନାରୁ ବଞ୍ଚିତ ହୋଇ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛନ୍ତି।ଅପରପକ୍ଷରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅପରାହ୍ନରେ ନିସ୍ତେଜକ ଡାକ୍ତର ରହୁନଥିବାରୁ Continue Reading