Home Posts tagged reports by biswa mahapatra
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୭/୫: ଚଳିତ ମାଟ୍ରିକ୍ ପରୀକ୍ଷାରେ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀମାନେ ୧୦୦% (ଶତପ୍ରତିଶତ) ରେଜଲ୍ଟ କରି ବାଜିମାତ କରିବା ସହିତ ସମସ୍ତ ଛାତ୍ରଛାତ୍ରୀ ୬୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ପ୍ରଥମ ଶ୍ରେଣୀ ଅର୍ଥାତ୍ ୠସକ୍ସଗ୍ଦଗ୍ଧ ଊସଙ୍ଖସଗ୍ଦସକ୍ଟଦ୍ଭ ରେ ଉତ୍ତୀର୍ଣ୍ଣ ହୋଇ ପୁଣି ଏକ ନୂଆ ଇତିହାସ ରଚନା କରିଛନ୍ତି। ଯାହା ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବର ବିଷୟ ।ଏହି ଉପଲକ୍ଷେ ଆଜି ଅପରାହ୍ନ ୦୩ଟା Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୨/୫ : ବିଜୁ ଜନତା ଦଳର ନୀତି ଓ ଆଦର୍ଶ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସାଂଗଠନିକ ଦକ୍ଷତା ଆଗରେ ବିରୋଧି ଶକ୍ତିହୀନ ହେଉଛନ୍ତି । ବିରୋଧି ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତି ଦିନକୁ ଦିନ ଦୁର୍ବଳ ହେଉଛନ୍ତି । କିଛିଦିନ ତଳେ ନୟାଗଡ଼ ଓଡ଼ଗାଁ ବ୍ଲକର ୪୫ ପରିବାର ଝାରସୁଗୁଡ଼ା ଯାଇ ବିଜୁ ଜନତା ଦଳରେ ସାମିଲ ହେଉଥିବା Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୦/୪:ଚଳିତ ବର୍ଷ ହେବାକୁ ଥିବା ବିଶ୍ୱ ହାସ୍ୟ ଦିବସ-୨୦୨୩ ଏବଂ ହସି ହସାଅ କାର‌୍ୟ୍ୟକ୍ରମକୁ ସଫଳ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ମହର୍ଷି ଖେଳ ପଡ଼ିଆରେ ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ମଇ ୭ ତାରିଖ ସନ୍ଧ୍ୟାରେ ନୟାଗଡ଼ ପୁରୁଣା ସହରସ୍ଥିତ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ନିକଟ ଯଦୁମଣି ମଣ୍ଡପରେ ବିଶ୍ୱ ହାସ୍ୟ ଦିବସ ଅନୁଷ୍ଠିତ ହେବ।ଏହି ଅବସରରେ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୨/୨: ନୟାଗଡ଼ ସଦରମହକୁମା ନିକଟ ଲେଖନପୁରଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ପଞ୍ଚମ ପ୍ରତିଷ୍ଠା ଦିବସ ଜିଲ୍ଲାପାଳ ତଥା “ସମର୍ପଣ” ପରିଚାଳନା କମିଟିର ସଭାପତି ଶ୍ରୀ ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୩/୧୧: ନୟାଗଡ଼ ସହରକୁ ଲାଗିକରି ଥିବା ଲଷ୍ମୀପ୍ରସାଦ ପଞ୍ଚାୟତର ଶହ ଶହ ଲୋକ ଦୀର୍ଘଦିନ ହେଲା ପିଇବା ପାଣି ପାଇଁ ଡହକ ବିକଳ ଅବସ୍ଥାରେ ରହି ଆସୁଥିଲେ।ପିଇବା ପାଣି ମୁନ୍ଦେ ପାଇଁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଜଣାଉଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସହରକୁ ଆସୁଥିବା ମହାନଦୀ ପାଣିକୁ ପଞ୍ଚାୟତ ବାସୀ ବ୍ୟବାହାର କରିବାକୁ ବାଧ୍ୟ୍ୟ ହୋଇଥିଲେ।ହେଲେ କିଛିଦିନ ପୂର୍ବେ ପାଣି ଚୋରିକୁ ନେଇ Continue Reading
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୩/୧୧: ବିଶ୍ବ ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ରଘୁନାଥଜୀଉ ଙ୍କ ନାମେ ରେକର୍ଡ ଭୁକ୍ତ ଦେବୋତ୍ତର ଜାଗାରୁ ଜବରଦଖଲ ଉଚ୍ଛେଦଦାବିରେ ଆଞ୍ଚଳିକ ବିକାଶ ପରିଷଦ ତରଫରୁ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି ।ଆଞ୍ଚଳିକ ବିକାଶପରିଷଦ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଧାରଣାରେଦିଆଯାଇଥିଲା । ଓଡ଼ଗାଁ ଶ୍ରୀ ରଘୁନାଥ କ୍ଷେତ୍ରଙ୍କ ନାମରେ ଖାତାନମ୍ବର ୮୫, ପ୍ଲଟ ନମ୍ବର ୧୪୧୬ରେ ୪ଡିସିମି ଦେବୋତ୍ତର Continue Reading
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨/୧୧: ପାଣି ପାଇଁ ରାସ୍ତାରୋକ ଆନ୍ଦୋଳନ । ବିନା ଘୋଷଣାରେ ୩ ଦିନ ହେଲା ନୟାଗଡ଼ ସହରରେ ପାନୀୟ ଜଳ ଯୋଗାଣ ବନ୍ଦ । ,ମେଗା ପାନୀୟ ଜଳ ପ୍ରକଳ୍ପ କାମ ଆଳରେ ଚଐଊ ପକ୍ଷରୁ ୩ ଦିନ ହେଲା ନୟାଗଡ଼ ମୁନିସିପାଲିଟିରେ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ।ଚଐଊ ବିଭାଗ ଅବହେଳା ପ୍ରତିବାଦରେ ସ୍ଥାନୀୟ ବାସିନ୍ଦା ଏବଂ ମୁନିସିପାଲିଟିର ନବନର୍ବାଚିତ କାଉନସିଲର, ଭାଇସ ଚେୟାର […]Continue Reading
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୩୦/୧୦: ନୟାଗଡ଼ ବନ୍ୟାଞ୍ଚଳରେ ଦୀର୍ଘଦିନ ଧରି ବାଘଛାଲ ବେପାର କାରବାର ଚାଲି ଆସୁଥିଲା। ନୟାଗଡ଼ ଵନାଞ୍ଚଳର ନୟାଗଡ଼ ସେକ୍ସନ ଅଧିନସ୍ଥ ଚଣ୍ଡିଵସ୍ତ ଗ୍ରାମରେ ଜୈନିକ ଶିକାରୀ ବାଘଛାଲ ବେପାର କରୁଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି। ବନବିଭାଗ ଚଣ୍ଡୀଵସ୍ତ ଗ୍ରାମର ଶିକାରୀ କୃପାସିନ୍ଧୁ ବିଶ୍ଵାଳକୁ ଗିରଫ କରିଛି।ତେବେ କୃପାସିନ୍ଧୁ ଜଣେ ପେଶାଦାର ଶିକାରୀ ବୋଲି ବନବିଭାଗ ଜାଣିବାକୁ ପାଇଥିଲା। ତାକୁ ଧରିବା ପାଇଁ Continue Reading
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼ ୨୮/୧୦: ଏବେ ଧାନ ବାହାରିବା ସମୟ । ଦଶପଲ୍ଲା ପଶ୍ଚିମାଞ୍ଚଳର ପାହାଡି ଅଂଚଳରେ ଥିବା ଧାନ କ୍ଷେତରେ ଏବେ ଜଂଗଲି ଜନ୍ତୁକଂ ଅବାଧ ପ୍ରବେଶ । ଏହାର ସୁଯୋଗ ନେଇ ବନ୍ୟଜନ୍ତୁ ଶିକାରୀ ଓ ମାଫିଆ ମାନେ ସକ୍ରୀୟ । ପ୍ରତିଦିନ ଶିକାରୀ କଂ ବମ୍ , ଗୁଳି, ଫାସ ଓ ଉଚ୍ଚଶକ୍ତି ସଂପର୍ଣ୍ଣ ବିଦ୍ୟୁତ ସଂଯୋଗ ଯୋଗୁଁ ଅନେକ ବନ୍ୟପ୍ରାଣୀ କଂର ମୃତ୍ୟୁ ଘଟିବା ସହିତ ଗରିବ ଚାଷୀଟି କ୍ଷତିଗ୍ରସ୍ତ ହେଉଥିବାବେଳେ […]Continue Reading
Odisha News
ବିଶ୍ୱ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୫/୧୦: ନୟାଗଡ଼ ଟାଉନ ଥାନା ପୁଲିସ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବା ସହ ୨ଜଣ ଚୋରା ସୁନା ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ବିପୁଳ ପରିମାଣର ସୁନା ଅଳଙ୍କାର ହୋଇଥିବା ବେଳେ ଏନେଇ ଟାଉନ ଥାନା ପରିସରରେ ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହି ସାମ୍ବାଦିକ ସମ୍ମିଳନିରେ ସୁଚନା ଦେଇଛନ୍ତି ।ଗିରଫ ଅଭିଯୁକ୍ତମାନେ ହେଲେ ଫତେଗଡ଼ ଥାନା ଗୋଳାପୋଖରୀ ଗ୍ରାମର ଶଙ୍କର ପଲେଇ, ଓଡ଼ଗାଁ ଥାନା ଭାଡ଼ିକିଳା ଗ୍ରାମର Continue Reading
Seo wordpress plugin by www.seowizard.org.