
ସ୍ୱାଗତିକା ଭୂତିଆଭୁବନେଶ୍ୱର, ୨୧/୭: ଦେଶର ସର୍ବୋଚ୍ଚ ପଦ ଅଳଙ୍କୃତ କଲେ ଓଡିଆ ଝିଅ । ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଜୁଲାଇ ୨୫ରେ ଦେଶର ୧୫ ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଯିବ ଦ୍ରୌପଦୀ ମୁର୍ମୁଙ୍କ ନାଁ ।ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରରୁ ଜିଲ୍ଲାରୁ ଦିଲ୍ଲୀର ରାଇସିନା ହିଲ୍ ଯାତ୍ରା ମୁର୍ମୁଙ୍କ ପାଇଁ ଥିଲା ବେଶ୍ ସଂଘର୍ଷ ମୟ । ଦିର୍ଘ ୨୫ବର୍ଷ […]Continue Reading