ଫୁଲବାଣୀ,୩/୪: କଳା ପଲସରରେ ଆସି ଝାମ୍ପି ନେଇଗଲେ ୧୭ ଲକ୍ଷରୁ ଅଧିକ ଟଙ୍କା। ଜଣେ ଗ୍ରୋସରୀ ହୋଲ୍ସେଲ୍ ବ୍ୟବସାୟୀଙ୍କ ଠାରୁ ହୋଇଛି ଏହି ଲୁଟ୍। ଏହି ଅଭିଯୋଗ ଆସିଛି ଫୁଲବାଣୀରୁ।ଲୁଟର ଶିକାର ହୋଇଥିବା ବ୍ୟବସାୟୀଙ୍କ ନାଁ ଅଜୟ ପାତ୍ର। ଆଜି ଦିନ ପ୍ରାୟ ୧୧ଟା ବେଳେ ସେ ତାଙ୍କ ଗୁମାସ୍ତା ରମେଶ ପ୍ରଧାନଙ୍କ ସହିତ ଏକ ସ୍କୁଟିରେ ପ୍ରଥମେ ଷ୍ଟେଟ ବ୍ୟାଙ୍କକୁ ଯାଇଥିଲେ।ସେଠାରେ କିଛି ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର […]Continue Reading
ଘୁ.ଉଦୟଗିରି,୧୩/୩: କିଛି ମାସର ବ୍ୟବଧାନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଜଣେ ପୁଲିସ କର୍ମଚାରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ଜିଲ୍ଲାର ଟିକାବାଲି ଥାନା ପରିସରରେ ଜଣେ କର୍ତ୍ତବ୍ୟରତ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି। କନେଷ୍ଟବଳ ଶ୍ରୀନିବାସ ଘଟାଲଙ୍କ ମୃତଦେହ ଉଦ୍ଧାର ହୋଇଛି।ସୂଚନା ଅନୁସାରେ ଶ୍ରୀନିବାସ ଘଟାଲ ଟିକାବାଲି ଥାନାରେ ମୁତୟନ ଥିଲେ। ତାଙ୍କର ମୃତଦେହ ଉପର ମହଲା ବାରାକର ଏକ କୋଠରୀରେ ଫ୍ୟାନରେ ଝୁଲନ୍ତା Continue Reading
ଫୁଲବାଣୀ/ଘୁ.ଉଦୟଗିରି/ଦାରିଙ୍ଗବାଡ଼ି,୮/୧ : ପାଖାପାଖି ଦୁଇ ସପ୍ତାହର ବିରତି ପରେ କନ୍ଧମାଳ ଜିଲ୍ଲାକୁ ପୁଣି ଲେଉଟିଛି ଶୀତ। ଅସହ୍ୟ ଶୀତଲହରୀରେ ସାରା ଜିଲ୍ଲା ଥରୁଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳ ୧୦ ଡିଗ୍ରି ତଳେ। ଆଜି ଘୁ.ଉଦୟଗିରିରେ ଦିନକରେ ୫ ଡିଗ୍ରି ହ୍ରାସ ପାଇ ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ସେଲ୍ସିୟସ୍କୁ ଖସି ଆସିଛି।ସେହିପରି ଫୁଲବାଣୀରେ ୮.୫ ଡିଗ୍ରି ଏବଂ ଦାରିଙ୍ଗବାଡ଼ିରେ ୮ ଡିଗ୍ରି ରହିଛି। ଶୀତ ସାଙ୍ଗକୁ ଥଣ୍ଡା ପବନ ସହ୍ୟ କରିବା ସାଧାରଣ Continue Reading
ଘୁ.ଉଦୟଗିରି,୧୯/୧୨: ଘୁ. ଉଦୟଗିରିରୁ ଫୁଲବାଣୀ ଯାଉଥିବା ବେଳେ କଳିଙ୍ଗା ନିକଟ ବିଦ୍ୟୁତ୍ ସବ ଷ୍ଟେସନ ପାଖରେ ଦୁର୍ଘଟଣା ଘଟି ଜଣେ ବାଇକ୍ ଚାଳକ ଆହତ ହେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସ୍ଥାନୀୟ ସହରର ୨ନଂ ୱାର୍ଡ ଶଙ୍ଖ ସାହି ବାସିନ୍ଦା ଠିକାଦାର ସଞ୍ଜୀବ ନାୟକ (୪୦) ଆଜି ସକାଳ ପ୍ରାୟ ସାଢେ଼ ୮ଟା ବେଳେ ନିଜ ପଲସର ବାଇକ ଯୋଗେ ଘୁ. ଉଦୟଗିରିରୁ ଫୁଲବାଣୀ ଯାଉଥିବା ବେଳେ କଳିଙ୍ଗା ବିଦ୍ୟୁତ ସବ ଷ୍ଟେସନ ନିକଟରେ ହଠାତ ବାଇକରେ […]Continue Reading
ଫୁଲବାଣୀ, ୨୬/୧୦: ଫୁଲବାଣୀ ସମେତ ସମଗ୍ର କନ୍ଧମାଳକୁ ଛୁଇଁଛି ଶୀତ ପହିଲି ସ୍ପର୍ଶ । ଗତ ଦୁଇ ଦିନ ହେଲା ଫୁଲବାଣୀ ସହରରେ ହାଲକା ଶୀତ ଅନୁଭୁତ ହେଉଛି । ରାତିରେ ପାରଦ ହ୍ରାସ ପାଉ ଥିବାରୁ ଶୀତ ଟିକିଏ ହେଉଛି । ତାପମାତ୍ରା ୧୫ ଡିଗ୍ରୀ ସେଲସିଅସକୁ ହ୍ରାସ ପାଇଛି । ସେହିପରି ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ଅଂଚଳରେ ବି ହାଲକା ଥଣ୍ଡା ଅନୁଭୁତ ହେଲାଣି ।ସକାଳୁ ସକାଳୁ କୁହୁଡ଼ି ମଧ୍ୟ ପଡୁଛି । […]Continue Reading
ଫୁଲବାଣୀ, ୨୯/୪: ମନରେ ପାଠ ପଢ଼ିବାର ଇଚ୍ଛା ଥିଲେ ବାଧକ ସାଜି ପାରେନି ବୟସ। ପରିଣତ ବୟସରେ ବି ପାଠ ପାଇଁ ଚଳଚଞ୍ଚଳ ହୋଇପଡେ ମଣିଷ।ନିଜ କର୍ମବ୍ୟସ୍ତ ଜଞ୍ଜାଳରୁ ସମୟ ବାହାର କରି ପାଠ ପଢ଼ାରେ ତାହାକୁ ବିନିଯୋଗ କରେ। ଏହାର ଏକ ଉଦାହରଣ ହେଉଛନ୍ତି ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ୭୦ ବର୍ଷ ବୟସରେ ବିଧାୟକ ଦେଉଛନ୍ତି ମାଟ୍ରିକ ପରୀକ୍ଷା, ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ।ଆଜି ସମଗ୍ର ରାଜ୍ୟରେ ଅଫଲାଇନ୍ରେ ମାଟ୍ରିକ ପରୀକ୍ଷା […]Continue Reading
ଫୁଲବାଣୀ,୪/୪ : ଜେଲ୍ ଭିତରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଉିତ୍ତେଜନା। ରାସ୍ତାରୋକ କରି ବିରୋଧ ପ୍ରଦର୍ଶନ କରୁଛନ୍ତି ଲୋକେ। ଫୁଲବାଣୀ ଜିଲ୍ଲା କାରାଗାରର ଜଣେ ବିଚାରାଧୀନ କଏଦୀ ମୃତ୍ୟୁଞ୍ଜୟ କହଁରଙ୍କ ମୃତ୍ୟୁକୁ ନେଇ ଲୋକେ ଗୋଚ୍ଛାପଡ଼ା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।ସୂଚନା ଅନୁସାରେ ଗତବର୍ଷ ନଭେମ୍ବର ମାସରେ ତାଙ୍କୁ ଗୋଚ୍ଛାପଡ଼ା ଥାନା ପୋଲିସ ଏକ NDPS ମାମଲାରେ ଗିରଫ କରିଥିଲା ଏବଂ ସେହି ମାମଲାରେ ସେବେଠାରୁ ସେ ଫୁଲବାଣୀ ଜିଲ୍ଲା Continue Reading