Home Posts tagged Paradip (Page 2)
Business News Top Stories
By Subrat Sarangi Paradeep, Jan.9 : With an aim to engage and provide impactful teaching-learning solution to students, ArcelorMittal Nippon Steel India(AM/NS India) has set up a computer lab at Bijaychandrapur Primary School at Handia in Nuagarh Panchayat which will be highly beneficial for the students. AM/NS India under its CSR initiative ‘Padhega Bharat’ has […]Continue Reading
Odisha News
ପାରାଦୀପ,୧୩/୧୦ : କୋଟିପତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗତକାଲିଠୁ ଘାଣ୍ଟୁଛି ସିବିଆଇ। ବର୍ତ୍ତମାନ ସୁଦ୍ଧା ତାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ସହ ଫରେନ କରେନ୍ସି ଜବତ କରାଯାଇଛି। ଏହାସହରାଜେନ୍ଦ୍ରଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ସିବିଆଇକୁ ମିଳିଛି। ଯାହାକୁ ଦେଖି ତାଜୁବ ହୋଇଯାଇଛନ୍ତି ସିବିଆଇ ଅଧିକାରୀ। ଆଜିବି ରାଜେନ୍ଦ୍ରଙ୍କୁ ମରାଥନ୍ ଜେରା କରୁଛି ସିବିଆଇ।ଜାହାଜର କ୍ରିଉ ମେମ୍ବରଙ୍କୁ Continue Reading
Odisha News
ପାରାଦୀପ,୧୯/୯ : ନୀଳ ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। ଆଜି ମାଛ ଧରି ଫେରୁଥିବା ବେଳେ ମୁହାଣରେ ଓଲଟି ପଡ଼ିଲା ଡଙ୍ଗା।ଯାହାଫଳରେ ୭ରୁ ୮ ଜଣ ମତ୍ସ୍ୟଜୀବୀ ବୁଡ଼ି ଯାଇଥିବା ଜଣାପଡ଼ିଛି। ଏବେ ଉଦ୍ଧାର କାର୍ଯ୍ୟ ଚାଲିଛି। ଆଜି ଏପରି ଘଟଣା ଜଗତସିଂହପୁର ଜିଲ୍ଲା ପାରାଦୀପରେ ଘଟିଛି।ପାରାଦୀପ ଅଞ୍ଚଳର କିଛି ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ସେମାନେ ମାଛ ଧରି ଆଜି ଅପରାହ୍ନରେ କୂଳକୁ ଫେରୁଥିଲେ। ତେବେ ହଠାତ୍ ମୁହାଣଠାରୁ ଅଳ୍ପଦୂର(ମହାନଦୀ Continue Reading
Odisha News
ପାରାଦୀପ,୫/୯ : ପାରାଦୀପ ବନ୍ଦର ଅଧୀକ୍ଷଣ ଯନ୍ତ୍ରୀ ପ୍ରମୋଦ କୁମାର ବିନ୍ଧାଣିଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି। SLSC (ଷ୍ଟେଟ ଲେଭେଲ ସ୍କୃଟିନି କମିଟି) ନିର୍ଦ୍ଦେଶରେ ତାଙ୍କୁ ବରଖାସ୍ତ କରିଛନ୍ତି ପାରାଦୀପ ବନ୍ଦର କର୍ତ୍ତୃପକ୍ଷ।ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ସେ ଚାକିରି କରିଥିବା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।୧୯୯୧ରେ ପ୍ରମୋଦ କୁମାର ବିନ୍ଧାଣି ପାରାଦୀପ ବନ୍ଦରରେ ସହକାରୀ ଯନ୍ତ୍ରୀ (ସିଭିଲ) ଭାବେ ନିଯୁକ୍ତି Continue Reading
Odisha News
ଜଗତସିଂହପୁର,୨୧/୮ : ହସଖୁସିରେ ୫ବର୍ଷ ପୁଅକୁ ସାଥିରେ ଧରି ବାଇକ୍ରେ ସ୍କୁଲ ଛାଡ଼ିବାକୁ ଯାଉଥିଲେ ବାପାମା’। ହେଲେ ସେମାନଙ୍କ ହସଖୁସି ବେଶୀ ସମୟ ରହିନଥିଲା। କ୍ଷଣିକରେ ସବୁ କିଛି ସରିଯାଇଥିଲା। ଘରଠୁ କିଛି ବାଟ ଗଲା ପରେ ଦ୍ରୁତଗତିରେ ଏକ କାର୍ ଆସି ବାଇକ୍ ଉପରେ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ବାପପୁଅ ବଞ୍ଚିଗଲେ ସିନା ମା’ ଛେଉଣ୍ଡ ହୋଇଯାଇଥିଲା କୁନି ପୁଅ। ଏପରି ଦୁଃଖଦ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ପାରାଦୀପ ରାସ୍ତାର ପଙ୍କପାଳ ନିକଟରେ। ଆହତ […]Continue Reading
Odisha News
ପାରାଦୀପ,୨୩/୫: ପାରାଦୀପ ଉପକଣ୍ଠ ଭୂତମୁଣ୍ଡାଇ ଗ୍ରାମରେ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି। ଏହି ହତ୍ୟାକାଣ୍ଡରେ ସୁଲୋଚନା ଦେଇଙ୍କର ମୃତ୍ୟୁ ଘଟିଛି। ସୁଲୋଚନାଙ୍କୁ ତାଙ୍କ ସାନପୁଅ ଅଂଶୁମାନ ବେହେରା ହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ପୁଅକୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ଗତକାଲି ସୁଲୋଚନାଙ୍କ ମା’ଙ୍କର ଶ୍ରାଦ୍ଧ ଥିଲା ଏବଂ ସମସ୍ତ ବନ୍ଧୁ ପରିଜନ ଆସିଥିଲେ। ଶ୍ରାଦ୍ଧ ସାରି ଗତକାଲି ବିଳମ୍ବିତ ରାତିରେ ସମସ୍ତେ Continue Reading
Odisha News
ପାରାଦୀପ,୫/୪ : ଆୟବର୍ହିଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଭିଜିଲାନ୍ସ ରେଡ୍ ବେଳେ ପାରାଦୀପ ସିଟି ଜିଏସ୍ଟି ଅଫିସ୍ର ଚିତ୍ତରଂଜନ ମହାନ୍ତିଙ୍କ ବ୍ୟାଙ୍କ ଲକରରୁ ପୁଳାପୁଳା ଟଙ୍କା ଓ ସୁନା ଠାବ ହୋଇଛି। ୨ଟି ଲକରରୁ ୧.୦୬୦ କେଜି ସୁନା ଗହଣା ଓ ୧୯ଟି ସୁନା ବିସ୍କୁଟ ଠାବ ହୋଇଛି।ପ୍ରତି ସୁନା ବିସ୍କୁଟର ଓଜନ ୪୩୩ ଗ୍ରାମ। ଏହାର ମୋଟ ଦାମ୍ ୨୬ ଲକ୍ଷ ଟଙ୍କାରୁ ଅଧିକ ହେବ। ସେପଟେ ଏ ପର‌୍ୟ୍ୟନ୍ତ ମିଳିଥିବା ମୋଟ ସୁନାର ଓଜନ […]Continue Reading