Home Posts tagged nayagada
Odisha News
ନୟାଗଡ଼ ,୩/୭ : ଆକ୍ସନ ମୁଡରେ ନୟାଗଡ଼ ଏସ୍ପି ରାହୁଲ ଜୈନ । କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗ ହେବା ପରେ ୩ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଛନ୍ତି ଏସ୍ପି।ନିଲମ୍ବିତ ହୋଇଥିବା ପୁଲିସ୍ କର୍ମଚାରୀମାନେ ହେଲେ ନୟାଗଡ଼ ସଦର ଥାନାର ଝଓ ହାସିନା ପ୍ରଧାନ, ଇଝଓ ରାଜେଶ୍ୱରୀ ନାୟକ, କନେଷ୍ଟବଲ ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେମାନେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗ ପରେ ଏଭଳି ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।ଗତ ସୋମବାର Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୫/୫: ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ କଣ୍ଟିଲୋ ଠାରେ ଆଜି ବିଜେଡି ତରଫରୁ ଏକ ବିରାଟ ସମାବେଶ କରାଯାଇଥିଲା ଯେଉଁଥିରେ ଭି.କେ. ପାଣ୍ଡିଆନ ନିଜେ ଯୋଗଦେଇ ବିଜେଡି ପାଇଁ ପ୍ରଚାର କରିଛନ୍ତି । ଜୟ ଜଗନ୍ନାଥ, ଜୟ ନୀଳମାଧବ ନାରାରୁ ଆରମ୍ଭ କରିଥିଲେ ଅଭିଭାଷଣ ।ଲୋକମାନଙ୍କ ପାଖକୁ ଯାଇ ସେ ସିଧାସଳଖ ଲୋକମାନଙ୍କ ସହ କଥା ହେଇଥିଲେ ଏହା ସହ ସମସ୍ତେ କେତେ ଖୁସି ଅଛନ୍ତି ଜନତାଙ୍କୁ ପଚାରିଥିଲେ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୦/୫: ନୟାଗଡ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରଜେଶ୍ୱରୀ ଙ୍କ ନେତୃତ୍ୱ ରେ ନୟାଗଡ ର ଗୋଦାବରୀ କଲ୍ୟାଣୀ ମଣ୍ଡପ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା ।ଏହି ସାମ୍ବାଦିକ ସମ୍ମିଳନୀ ରେ ରଣପୁର ବିଜେପି ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ସୁରମା ପାଢ଼ୀ ଓ ବିଜେପି ମୁଖପାତ୍ର. ଉର୍ମିଳା ମହାପାତ୍ର ଉପସ୍ଥିତ ଥିଲେ ।ଏହି ସାମ୍ବାଦିକ ସମ୍ମିଳନୀ ରେ ମୋଦି ଗ୍ୟାରେଣ୍ଟି ଉପରେ ଆଲୋକପାତ କରିଥିଲେ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୭/୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଆଗ୍ରାଧ୍ୟାକାର ଦେବା ପାଇଁ ସେ ମହିଳା ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେଡିର ମହିଳା ପ୍ରାର୍ଥୀ ସାବିତ୍ରୀ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସକାଳୁ ସକାଳୁ ଫତେଗଡ଼ରେ ଥିବା ରାମ ମନ୍ଦିର ଦର୍ଶନ କରି ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସହର ପରିକ୍ରମା କରି ନୟାଗଡ଼ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟରେ ପହଞ୍ଚିଥିଲେ ।ଅନେକ କର୍ମୀ ନୟାଗଡ଼ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୪/୫: ନୟାଗଡ଼ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ୍ ପ୍ରାର୍ଥୀଭାବେ ନାମାଙ୍କନ ଦାଖଲ କରିଛନ୍ତି ରଣଜିତ୍ ଦାସ । ନୟାଗଡ଼ ସହରରେ ଏକ ହଜାର କର୍ମୀ ଙ୍କୁ ନେଇ ଆଜି ସେ ନାମାଙ୍କନ ଦାଖଲ କରିଛନ୍ତି ।ବାଜା ବାଣ ମାଧ୍ୟମରେ ଏକ ପଟୁଆର କରି ଚାଲି ଚାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ।କର୍ମୀଙ୍କ ସହିତ କଂଗ୍ରେସ ନେତା ହୁସେନ ଖାଁ ଓ କମଳ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।ନୟାଗଡ଼ ନିର୍ବାଚନ ମଣ୍ଡଳୀ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୯/୩: ନୟାଗଡ଼ ଜିଲ୍ଲାପାଳଙ୍କ ସଦ ଭାବନା ଗୃହରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ସ୍ଵଧାଦେବ ସିଂ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲାପାଳ ନିର୍ବାଚନ ରୋଜାନି ଦାସ, ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି Continue Reading
Seo wordpress plugin by www.seowizard.org.