
ଭୁବନେଶ୍ୱର,୫ ।୬: ନବୀନଙ୍କ ନୂଆ ଟିମ୍ ସାମିଲ ହୋଇଛନ୍ତି ନୂଆ ଚେହେରା । ଆଉ ନୂଆ ଚେହେରାଙ୍କୁ ମିଳିଛି ନୂଆ ଦାୟିତ୍ୱ । ସରକାରୀ ଦଳ ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକ ଏବେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା, ଉଷା ଦେବୀଙ୍କୁ ନଗର ଉନ୍ନୟନ, ପ୍ରତାପ ଦେବଙ୍କୁ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ବିଭାଗ ମିଳିଛି ।ସେହିପରି ଅତନୁ ସବ୍ୟସାଚୀ ନାୟକ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ସମବାୟ ବିଭାଗର ମନ୍ତ୍ରୀ । […]Continue Reading