ମାଲକାନଗିରି,୨୭/୧୧ : ସୁରକ୍ଷାବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀ ଗୁଳିରେ ୪ ହାର୍ଡକୋର ମାଓବାଦୀ ନିହତ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାରେ ଏହି ଗୁଳିବିନିମୟ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ।ଖବର ଅନୁଯାୟୀ, ମିରତୁର ଥାନା ଅନ୍ତର୍ଗତ ପୋମରା ଜଙ୍ଗଲରେ ସୁକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସିଆରପିଏଫ୍ ଡିଆରଜି ଓ ଏସଟିଏଫ୍ ଯବାନଙ୍କ Continue Reading
ମାଲକାନଗିରି,୧୩/୧୧: ମିଥ୍ୟା ଏନକାଉଣ୍ଟର ଅଭିଯୋଗ କରି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକର ଭେଜାଗୁଡା ପଞ୍ଚାୟତର ଶତାଧିକ ମହିଳା ପୁରୁଷ କୋତାମେଟା ଠାରେ ୩୨୬ ଜାତୀୟ ରାଜପଥ ଅବରୋଧ କରିଛନ୍ତି।ଗତ ୧୦ ତାରିଖରେ କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ମାଳିପଦର ଜଙ୍ଗଲ ଭିତରେ ୨ଜଣକୁ ପୁଲିସ ମାଓବାଦୀ ଦର୍ଶାଇ ଏନକାଉଣ୍ଟର କରିବା ଘଟଣା ସମ୍ପୁର୍ଣ୍ଣ ମିଥ୍ୟା କହି ଆଜି ମୃତକଙ୍କ ପରିବାର ସମ୍ପର୍କୀୟ ଓ ଶହ ଶହ ଗ୍ରାମବାସୀ କୋତାମେଟା ଗ୍ରାମ ନିକଟସ୍ଥ Continue Reading
ମାଲକାନଗିରି, ୧୩/୧୧: କୋରାପୁଟ ମାଲିପଦର ଜଙ୍ଗଲରେ ପୁଲିସ ପକ୍ଷରୁ ଫେକ୍ ଏନକାଉଣ୍ଟର କରାଯାଇଥିବାର ଅଭିଯୋଗ ହୋଇଛି। ଗତ ୯ ତାରିଖ ରାତିରେ ଘଟିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ମାଲକାନଗିରି ସର୍ଗୀଗୁଡା ଗାଁର ଧନ କମାର। ମୃତକ ଧନ କମାର ମାଓବାଦୀ ନୁହଁନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି।ମୃତକର ଶବ ଦିଆନଯିବାରୁ କତାମେଟା ମୁଖ୍ୟରାସ୍ତା ଅବରୋଧ କରି ଗାଁ ଲୋକେ ଏହାର ପ୍ରତିବାଦ କରିଛନ୍ତି। ଜୟପୁର – ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ Continue Reading
ମାଲକାନଗିରି, ୩/୧୧: ମାଲକାନଗିରି ଜିଲ୍ଲାରେ ଆଗାମୀ ଖରିଫ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଚାଷୀ ପଞ୍ଜୀକରଣ ସମାପ୍ତ ହୋଇସାରିଛି। ତେବେ ଜିଲ୍ଲାରେ ମୋଟ ୩୭୧୦୫ ଜଣ ପଞ୍ଜୀକରଣ କରିଥିଲେ।ତେବେ ସେଥି ମଧ୍ୟରୁ ୧୭୪୮ ଜଣ କଟିବା ପରେ ବର୍ତ୍ତମାନ ୩୫୩୫୭ ଜଣ ଚାଷୀ ରହିଥିବା ଜଣାପଡିଛି। ତେବେ ଯେଉଁ ୧୭୪୮ ଜଣ କଟିଲେ ସେମାନେ ଫେକ ଚାଷୀ ଥିବା ବିଭାଗ କହିଛି। ଆଗକୁ ଡ୍ରୋନ ଯାଞ୍ଚ ପରେ ଆହୁରି କଟିବାର ସମ୍ଭାବନା ରହିଥିବା ବିଭାଗ କହିଛି।ମାଲକାନଗିରି […]Continue Reading
ମାଲକାନଗିରି,୧୪/୧୦: ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳରେ ଉଡିବ ବିମାନ । ଏନେଇ ଏୟାରଷ୍ଟ୍ରିପ୍ କାମ ଆରମ୍ଭ ହୋଇଛି। ୩୩ କୋଟି ଟଙ୍କା ବ୍ୟୟରେ ୯୫ ହେକ୍ଟର ଜମିରେ ଏୟାରଷ୍ଟ୍ରିପ୍ ନିର୍ମାଣ ହେବ। ୨୦୦୬ ମସିହାରୁ ଯଦିଓ ଏହାର ପ୍ରକ୍ରିୟା ଆରମ୍ଭ ହୋଇଥିଲା କିନ୍ତୁ ଗତ ୧୨ତାରିଖଠାରୁ ଏହି କାର୍ୟ୍ୟ ଆରମ୍ଭ ହୋଇଛି। ୨୦୨୩ ମସିହା ଡିସେମ୍ବରରେ କାର୍ୟ୍ୟ ସରିବାର ଅବଧି ରହିଛି। ଯାହାକୁ ନେଇ ମାଲକାନଗିରିବାସୀ ବେଶ୍ ଖୁସି ଅଛନ୍ତି।ଅନ୍ୟପକ୍ଷେ, ନିର୍ମାଣ ହେବାକୁ Continue Reading
ମାଲକାନଗିରି,୧୫/୯ : ମାଲକାନଗିରି ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଇଟିଡ଼ିଏ ସଂସ୍ଥା ପକ୍ଷରୁ ଓଟିଇଏଲପି ପ୍ଲସ୍ ପ୍ରକଳ୍ପ ଜରିଆରେ କାଲିମେଳା ବ୍ଲକର ଜାକାଲକୁଣ୍ଡି ଗ୍ରାମ ଓ ଖଇରପୁଟ ବ୍ଲକର ମାଡ଼କାପଦର ଗ୍ରାମରେ ମେଗା ପ୍ରାଣୀ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକରୁ ଊର୍ଦ୍ଧ୍ୱ ଗାଈ, ଛେଳି, ମେଣ୍ଢା, କୁକୁଡ଼ା ଓ ବତକଙ୍କୁ ଟିକାକରଣ ଓ ଭିଟାମିନ୍ ଔଷଧ ବଂଟନ କରିବା ସହିତ ବହୁ ଲୋକଙ୍କୁ ରୋଗ ଏବଂ ନିରାକରଣ Continue Reading
ମାଲକାନଗିରି, ୩୧/୮: ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ଦୁଇ ଦିନରେ ଦୁଇ ଛାତ୍ରଙ୍କ ମୃତ୍ୟୁ । ମଙ୍ଗଳବାର ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ହୋଇଛି ।ଛାତ୍ରମାନଙ୍କ ଗୋଡ ହାତ ଫୁଲି ଯାଇ ସେମାନଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି । ଶରୀର ଅସୁସ୍ଥ ହେବା ପରେ ବିଦ୍ୟାଳୟ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା Continue Reading
ମାଲକାନଗିରି,୧୭/୮: ସୀମାନ୍ତ ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସକୁ ମିଳିଛି ବଡ ସଫଳତା। ଗିରଫ ହେଲା ଦୁର୍ଦ୍ଦାନ୍ତ ମହିଳା ନକ୍ସଲ ସୁଖମତି କୁମେଟି । କୁମେଟି ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ବହୁ ବଡ଼ ବଡ଼ ଅପରାଧିକ କାର୍ଯ୍ୟ ଘଟାଇଥିଲା ଏହି ମହିଳା ନକ୍ସଲ । ଅରଛା ଗ୍ରାମରେ ପୁଲିସ ଏସଆଇ ରାମପ୍ରସାଦ ଭଗକୁ ଟାଙ୍ଗିଆରେ ଆକ୍ରମଣ କରି ଇନସାସ ରାଇଫଲକୁ ଲୁଟ କରି ନେବାରେ ସଫଳ ହୋଇଥିଲା। କଟେନାର ଏବଂ […]Continue Reading
କାଲିମେଳା, ୧୬/୭:ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର।ଆନ୍ଧ୍ର ପ୍ରକଳ୍ପରେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ। ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି ବନ୍ୟା ପାଣି।ପୋଲାଭରମ ପ୍ରକଳ୍ପର ସାବେରୀ ଓ ସିଲେରୁ ନଦୀର Continue Reading
ମାଲକାନଗିରି୧୪/୭: ମାଟି ତଳୁ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ପରିବାର ଲୋକେ ପିଲାଟିକୁ ହତ୍ୟା କରି ପୋତି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏପରି ଘଟଣା ଘଟଛି ମାଲକାନଗିରି ଜିଲ୍ଲା ଗଚଠ-୮୩ ଗାଁରେ।ଜୁଲାଇ ୨ ତାରିଖରେ ଗାଁର ଶ୍ୟାମଳା ପାଇକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଶିଶୁଟି ଜନ୍ମ ହେବାର କିଛିଦିନ ପରେ ପଡ଼ୋଶୀ ଲୋକେ ଶିଶୁଟିକୁ ଦେଖିବାକୁ ପାଇ ନଥିଲେ।ଏନେଇ ସେମାନଙ୍କର ସନ୍ଦେହ ହୋଇଥିଲା। ଶିଶୁଟିକୁ ତାର ପରିବାର ଲୋକ ହତ୍ୟା କରି Continue Reading