Home Posts tagged kendrapara (Page 3)
Odisha News
ଢେଙ୍କାନାଳ/ କେନ୍ଦ୍ରାପଡ଼ା,: ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା। ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଏହି ୨ ଜିଲ୍ଲା ବେଶ୍ ଉତ୍ସବମୁଖର ହୋଇଉଠିଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ ଢେଙ୍କାନାଳ ଜିଲ୍ଲା ବି ପ୍ରସିଦ୍ଧ ଗଣ ପର୍ବ ଗଜଲଷ୍ମୀ ପୂଜାରେ ପ୍ରକମ୍ପିତ ହେଉଛି।ଚଳିତ ବର୍ଷ କେନ୍ଦ୍ରାପଡା ସହରର ୬୮ ଗୋଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉ ଅଛି। ସହର ଉପକଣ୍ଠ ଅଞ୍ଚଳରେ ଶତାଧିକ ମଣ୍ଡପରେ ଧନ ଧାତ୍ର Continue Reading
Odisha News
କେନ୍ଦ୍ରାପଡା, ୨୭/୭: ଭିଜିଲାନ୍ସ ଜାଲରେ ପଡିଲେ କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ । ବଦଳି କରାଇଦେବା ପାଇଁ ଶିକ୍ଷା ବିଭାଗର ଜଣେ ପିଅନଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ କେନ୍ଦ୍ରାପଡା ଭିଜିଲାନ୍ସ ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଛି ।ତେବେ ତିନିମୁହାଣି ଛକ ଏନଏଚ କଲୋନୀ ସ୍ଥିତ ଭଡା ଘରେ ଡିଇଓ ଲାଞ୍ଚ ଟଙ୍କା ଗ୍ରହଣ କରୁଥିଲେ । ସବୁଠାରୁ ବଡ଼ କଥା ହେଲା ଆଉ ମାତ୍ର ୩ ଦିନ […]Continue Reading
Odisha News
ଗରଦପୁର,୨୩/୬: କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡ଼ା ମୁସଲିମ ବସ୍ତିରେ ଏକ ଅଭାବନୀୟ ଘଟଣା ଘଟିଛି।ସ୍ୱାମୀର କୁରାଢ଼ି ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ତେଣ୍ଡାକୁଡ଼ା ଇଦଗା ପଛପଟ ସେକ୍ ମହଲାର ମନାନ ଅଲୀ (୫୦) ଗତକାଲି ବିଳମ୍ବିତ ରାତିରେ (ରାତି ପ୍ରାୟ ୧.୩୦ ରୁ ୨ ଟା ମଧ୍ୟରେ ) ଶୋଇଥିବା ଅବସ୍ଥାରେ ନିଜ ସ୍ତ୍ରୀ ପ୍ୟାରୁଲ ବିବି (୪୫)ଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛି।ଖବର ପାଇ ପାଟକୁରା ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ୱାମୀ ମନାନକୁ Continue Reading
Odisha News
କେନ୍ଦ୍ରାପଡ଼ା ,୯/୬ : କେନ୍ଦ୍ରାପଡ଼ା ସଦର ଥାନା ମାଗୁରଗଣ୍ଡ ପାଟଣାରେ ଅଘଟଣ । ଖୋଳା ଚାଲିଥିବା ପୋଖରୀ ଭିତରେ ପଶି ଖେଳୁଥିବା ବେଳେ ମାଟି ଧସି ଦୁଇଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ପୁରା ଗାଁରେ ଶୋକାକୁଳ ପରିବେଶ ।ଖବର ଅନୁଯାୟୀ, ମାଗୁରଗଣ୍ଡ ପାଟଣା ମୁଣ୍ଡା ବସ୍ତିର ବୁଦ୍ଧିରାମ ଚମିଆଙ୍କ ୧୦ ବର୍ଷର ପୁଅ ସୁରେନ୍ଦ୍ର ଚମିଆ ଓ ବୁଲା ଜଙ୍କଙ୍କ ୭ବର୍ଷର ପୁଅ ସୁରେନ୍ଦ୍ର , ଗୁରୁବାର ସକାଳୁ ଗାଁ ନିକଟରେ ଖୋଳା ଚାଲିଥିବା ଏକ […]Continue Reading
Odisha News
ଆଳି, ୧୧/୩: ପୋଖରୀ ପାଖରେ ଖେଳୁଥିବା ବେଳେ ପଡ଼ିଗଲେ ଭାଇ ଓ ଭଉଣୀ। ଆଉ ବାହାରି ପାରିଲେ ନାହିଁ। ସେଠାରେ ସେମାନଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ଦୁର୍ଘଟଣା କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଡଙ୍କାରି ଗାଁରେ ଘଟିଛି।ଗଞ୍ଜା ଗାଁର ବିନୋଦ ପାତ୍ରଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ହେଉଛନ୍ତି ଜଣେ ଅଙ୍ଗୱାଡ଼ି କର୍ମୀ। ସେ ତାଙ୍କ ବାପଘର ଗାଁ ଡଙ୍କାରିରେ ଅଙ୍ଗୱାଡ଼ି କର୍ମୀ ଭାବେ କାମ କରନ୍ତି। ସେଥିପାଇଁ ପ୍ରତିଦିନ ନିଜର ୫ ବର୍ଷର ପୁଅ ବିତ୍ […]Continue Reading
Odisha News
ପଟ୍ଟାମୁଣ୍ଡାଇ, ୮/୩ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ହତ୍ୟା । ଶାବଳରେ ପିଟି ପିଟି ମାରିଦେଲେ ଦୁର୍ବୃତ୍ତ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଚନ୍ଦ୍ରଶେଖରପୁର ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ବିଚିତ୍ରାନନନ୍ଦ ବିଶ୍ବାଳ ।ଖବର ଅନୁଯାୟୀ, ସୋମବାର ରାତିରେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ଅଭିଯୋଗ ଆସିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ସକ୍ରିୟ କର୍ମୀ ଭାବେ କାମ କରୁଥିଲେ ବିଚିତ୍ର ।ତେଣୁ ହତ୍ୟାକାଣ୍ଡ ପଛରେ ରାଜନୈତିକ ଶତ୍ରୁତା Continue Reading
Odisha News
କେନ୍ଦ୍ରାପଡ଼ା, ୫/୩ : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁରର ରାଜଗଡ଼ରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଅରବିନ୍ଦ ମିଶ୍ର। ସେ କେନ୍ଦ୍ରାପଡ଼ା ବ୍ଳକ୍ କାର୍ଯ୍ୟାଳୟର ଜଣେ ପୂର୍ବତନ କର୍ମଚାରୀ ଥିଲେ।ଶନିବାର ଅପରାହ୍ଣ ପ୍ରାୟ ୩ଟା ବେଳେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ, ବାଇକ୍ରେ ୩ ଜଣ ବ୍ୟକ୍ତି ଅରବିନ୍ଦଙ୍କ ଘରକୁ ଆସିଥିଲେ। ସେମାନେ କବାଟ Continue Reading
Odisha News
କେନ୍ଦ୍ରାପଡା,୩/୩: ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍ ଓ ଜରିମାନା। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଗୁରୁବାର କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଏହି ରାୟ ଦେଇଛନ୍ତି।୨୦୧୮ ମସିହା ଜାନୁଆରୀ ୬ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ରାଜନଗର ଥାନା ଅଞ୍ଚଳର ଜଣେ ନାବାଳିକା ପୋଖରୀ କୂଳରୁ ଲୁଗା ତୋଳି ଘରକୁ ଫେରିଲେ। ଠିକ୍ ସେହି ସମୟରେ ନବୀନ ସେଠୀ ତା’ ମୁହଁକୁ ବନ୍ଦ କରି ଟେକିନେଇ ଦୁଷ୍କର୍ମ କରିଥିବା […]Continue Reading
Odisha News
ଭୁବନେଶ୍ବର,୮/୭: ରାଜ୍ୟରେ ବୁଧବାର ଦିନ ପୁଣି ୫୨୭ଜଣ ଆକ୍ରାନ୍ତ ଚିହ୍ନଟ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୨୪କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ମାନଙ୍କ ଭିତରୁ ୧୮୯ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୩୮ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୬ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।ବୁଧବାର ଗଞ୍ଜାମ ଜିଲ୍ଲାରୁ Continue Reading
Odisha News
ଭୁବନେଶ୍ୱର,୬/୭: ରାଜ୍ୟରେ ଦିନକୁଦିନ କରୋନାର ପ୍ରଭାବ କାୟା ବିସ୍ତାର କରିବାରେ ଲାଗିଛି । ସୋମବାର ଦିନ ପୁଣି ୪୫୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଏମାନଙ୍କ ଭିତରୁ ୧୪୭ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ ଅବଶିଷ୍ଟ ୩୦୯ଜଣ ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାଯାଇଛି। ଆଜି ୨୪ଟି ଜିଲ୍ଲାରୁ ଏହିସବୁ Continue Reading
Seo wordpress plugin by www.seowizard.org.