Home Posts tagged kendrapara (Page 2)
Odisha News
ଆଳି,୨୪/୫: କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଅଗ୍ନିକାଣ୍ଡ ଘଟି ଦେଖୁଦେଖୁ ଜଳିଗଲା ଲୁଗା ଦୋକାନ। ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁକୁ ଲିଭାଇବାକୁ ସାହସ କରିପାରିଲେନି ଲୋକ । କେବଳ ସେଠାରେ ଛିଡାହୋଇ ସାଜିଲେ ଦେଖଣାହାରୀ । ଏପରି ଅଗ୍ନିକାଣ୍ଡ ଘଟିଛି କେନ୍ଦ୍ରାପଡା ଆଳି ବଜାର ଉପରେ । ସେଠାରେ ଥିବା ରଞ୍ଜିତ ବେହେରାଙ୍କ ଲୁଗା ଦୋକାନରେ ନିଆଁ ଲାଗିଯାଇଥିବା ସୂଚନା ହସ୍ତଗତ ହୋଇଛି।ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିବା Continue Reading
Odisha News
ମାର୍ଶାଘାଇ,୧୫/୩: ସ୍ତ୍ରୀଙ୍କୁ ଶାବଳରେ ପିଟିପିଟି ସ୍ବାମୀ ହତ୍ୟା କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଆଜି ସକାଳୁ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ କମଳା ଓଝା (୬୨)।ସୂଚନା ଅନୁସାରେ ପାଟକୁରା ଥାନା ଅନ୍ତର୍ଗତ ମଙ୍ଗରାଜପୂର ପଂଚାୟତର ମଧୁସୂଦନପୁର ଗ୍ରାମର ଅଜୟ ଓଝା ଓ ତାଙ୍କର ପତ୍ନୀ କମଳା ଓଝା (୬୨)ଙ୍କ ମଧ୍ୟରେ ନିତିଦିନିଆ ଝଗଡ଼ା ହୋଇଥାଏ। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ା ହୋଇଥିଲା। Continue Reading
Odisha News
କେନ୍ଦ୍ରାପଡ଼ା,୧୨/୩: କେନ୍ଦ୍ରାପଡ଼ା ସହରର ଦୁହୁରିଆ ଓମଫେଡ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ପିକ୍ଅପ୍ ଭ୍ୟାନ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତର ହୋଇଥିବା ଜଣାଯାଇଛି।ଦୋଳ ବିମାନ ନେଇ ଯାଉଥିବା ଲୋକଙ୍କୁ ଧକ୍କା ଦେଲା ଏକ ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍। ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କେନ୍ଦ୍ରାପଡ଼ା ସଦର […]Continue Reading
Odisha News
କେନ୍ଦ୍ରାପଡା,୨୦/୨: ସକାଳୁ ସକାଳୁ ଶୌଚ ହେବାକୁ ଯାଉଥିବା ଗ୍ରାମରକ୍ଷୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଫଳରେ ଘଟଣାସ୍ଥଳରେ ସେ ଆଖି ବୁଜିଲେ । ଏହାକୁ କେନ୍ଦ୍ର କରି ଲୋକେ ତାତିବା ପରେ ବାଲି ଖାଦାନରେ ଥିବା ଏକ ଅସ୍ଥାୟୀ ଘରକୁ ଜାଳି ଦେଇଛନ୍ତି।କେବଳ ସେତିକି ନୁହେଁ ମୃତକଙ୍କ ପୁଅକୁ ଚାକିରି ସହ ୫୦ ଲକ୍ଷର କ୍ଷତିପୂରଣ ଜିଦ୍ରେ ଉତ୍ତ୍ୟକ୍ତ ଲୋକେ ପ୍ରାୟ ୪ ଘଣ୍ଟା ଧରି ରାଜପଥକୁ ଅବରୋଧ କରିଥିଲେ । ଏପରି ଅଭାବନୀୟ ଘଟଣା ଆଜି ସକାଳେ […]Continue Reading
Odisha News
କେନ୍ଦ୍ରାପଡ଼ା,୨୫/୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ଲୋକନାଥପୁର ଛକରେ ଏକ ପିକନିକ ବସ ଓଲଟିବା ଫଳରେ ଡ୍ରାଇଭର୍ ଓ ହେଲପର୍ ଗୁରୁତର ହୋଇଥିବାର ଖବର ମିଳିଛି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି।ପଟ୍ଟାମୁଣ୍ଡାଇ ବ୍ଲକ୍ ଅରଡ଼ପଲ୍ଲୀ ଗାଁରୁ ଶନିବାର ଦିନ ଏକ ପିକନିକ ବସ (ଶ୍ରୀମନ୍ଦିର) ଲୋକମାନଙ୍କୁ ନେଇ ପୁରୀ ଯାଇଥିଲା। ବିଳମ୍ବିତ Continue Reading
Odisha News
କେନ୍ଦ୍ରାପଡ଼ା,୨୧/୧୨: ଚେକିଂ କରୁଥିବା ବେଳେ ହୋମଗାର୍ଡଙ୍କୁ ଚପାଇ ଦେଇ ପଳାଇଲା ପିକଅପ୍ ଭ୍ୟାନ। ଘଟଣାସ୍ଥଳରେ ହୋମଗାର୍ଡଙ୍କର ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ବଳଭଦ୍ରପୁର ଠାରେ। ମୃତ ହୋମଗାର୍ଡ ଜଣଙ୍କ ହେଲେ ପ୍ରବୀର କୁମାର ମହାପାତ୍ର। ସେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡରେ ହୋମଗାର୍ଡ ଭାବେ କାର‌୍ୟ୍ୟରତ ଥିଲେ।ଆଜି ସକାଳେ ଆରଟିଓ ଏନଫୋର୍ସମେଣ୍ଟ ସ୍କ୍ୱାଡର ୪ଜଣ କର୍ମଚାରୀ ବଳଭଦ୍ରପୁର ଠାରେ ଚେକିଂ କରୁଥିଲେ। ଏହି ସମୟରେ Continue Reading
Odisha News
କେନ୍ଦ୍ରାପଡା,୩/୧୨: ପାରିବାରିକ କଳହରୁ ଆତ୍ମହତ୍ୟା କଲେ ସମିତି ସଭ୍ୟା। ନିଜ ଘର ଫ୍ୟାନରୁ ମିଳିଲା ଝୁଲନ୍ତା ମୃତଦେହ। ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତରେ ଘଟିଥିବା ବେଳେ ମୃତା ସମିତିସଭ୍ୟାଜଣକ ହେଉଛନ୍ତି ଗୀତା ପ୍ରଧାନ ।ଗତକାଲି ରାତିରେ ସ୍ୱାମୀ ଓ ୫ ବର୍ଷର ଝିଅ ସହ ନିଜ ରୁମ୍ରେ ଶୋଇଥିଲେ ଗୀତା । ଆଜି ସକାଳେ ଉଭୟ ବାପଝିଅ ଉଠି ଯାଇଥିବା ବେଳେ ଗୀତା କବାଟ ଦେଇଥିଲେ। ଦୀର୍ଘ ସମୟ ପର‌୍ୟ୍ୟନ୍ତ ସେ […]Continue Reading
Odisha News
ମାର୍ଶାଘାଇ,୨।୧୧ : କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଅଘଟଣ । ଏକ ଘରୋଇ କୋଚିଂ ସେଣ୍ଟରରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ମୃତ । ମୃତକ ମହାକାଳପଡ଼ା ବ୍ଲକ ବଡ଼କୂଳ ପଞ୍ଚାୟତ ଗୋପୀନାଥପୁର ଗାଁ କୁଞ୍ଜବିହାରୀ ଦାସଙ୍କ ପୁଅ ଦେବୀପ୍ରସାଦ ଦାସ ବୋଲି ଜଣାପଡିଛି ।ଖବର ଅନୁଯାୟୀ, ଛାତ୍ର ଜଣଙ୍କ କୌଣସି କାରଣରୁ ଛାତ ବାଲକୋନୀକୁ ଯାଇଥିଲେ । ସେଠାରେ ୩ରୁ ୪ ଫୁଟ୍ ଦୂରରେ ଥିବା ୧୧ କେଭି ବିଦ୍ୟୁତ ତାର […]Continue Reading
Odisha News
ଢେଙ୍କାନାଳ/ କେନ୍ଦ୍ରାପଡ଼ା,: ଦୁଲୁକୁଛି କେନ୍ଦ୍ରାପଡ଼ା ଓ ଢେଙ୍କାନାଳ ଜିଲ୍ଲା। ଆଜିଠାରୁ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ଏଥିନିମନ୍ତେ ଏହି ୨ ଜିଲ୍ଲା ବେଶ୍ ଉତ୍ସବମୁଖର ହୋଇଉଠିଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡା ସମେତ ଢେଙ୍କାନାଳ ଜିଲ୍ଲା ବି ପ୍ରସିଦ୍ଧ ଗଣ ପର୍ବ ଗଜଲଷ୍ମୀ ପୂଜାରେ ପ୍ରକମ୍ପିତ ହେଉଛି।ଚଳିତ ବର୍ଷ କେନ୍ଦ୍ରାପଡା ସହରର ୬୮ ଗୋଟି ମଣ୍ଡପରେ ପୂଜା ଅନୁଷ୍ଠିତ ହେଉ ଅଛି। ସହର ଉପକଣ୍ଠ ଅଞ୍ଚଳରେ ଶତାଧିକ ମଣ୍ଡପରେ ଧନ ଧାତ୍ର Continue Reading
Seo wordpress plugin by www.seowizard.org.