Home Posts tagged JHARSUGUDA AND KEONJHAR RECORDED 43.6 DEGREE TEMPERATURE
Odisha News
ଭୁବନେଶ୍ବର,୨୧/୪: ପ୍ରବଳ ଖରାରୁ ଆଜି ବି ଆଶ୍ବସ୍ତି ମିଳିନାହିଁ। ସାରା ଓଡ଼ିଶାବାସୀ ତାତିରେ ତ୍ରାହିତ୍ରାହି ଡାକିଛନ୍ତି। ଦିନ ସାଢ଼େ ୨ଟା ୩୦ରେ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ ହୋଇଛି।ଝାରସୁଗୁଡ଼ା ଓ କେନ୍ଦୁଝରରେ ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ହୀରାକୁଦ ଓ ରାଉରକେଲାରେ ତାପମାତ୍ରା ୪୧.୮, ସମ୍ବଲପୁରରେ ୪୧.୭, ଭୁବନେଶ୍ବର ଓ Continue Reading
Seo wordpress plugin by www.seowizard.org.