
ନୂଆଦିଲ୍ଲୀ, ୧୨/୪ : ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ପ୍ରତି ଦିନ ବଢୁଛି ସୁନା ଦର। ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୭୩ ହଜାର ୩୧୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମକୁ ୬୭ ହଜାର ୨୦୦ ଟଙ୍କା ରହିଛି ।ଗତକାଲି ମଧ୍ୟ ବଜାର ଖୋଲିବା ପରେ ସୁନା ସର୍ବକାଳୀନ ସର୍ବୋଚ୍ଚ ସ୍ତରଛୁଇଁଥିଲା। ସେହିପରି ଆଜି ବଜାର ଖୋଲିବା ବେଳକୁ ସୁନା […]Continue Reading