ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି, ୯/୧ : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଆର: ଶିତାପୁରର ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟୁନିଟ୍ ପକ୍ଷରୁ ଆଜି ଜିଲ୍ଲାର ଆଧ୍ୟାତ୍ମିକ ପର୍ଯ୍ୟଟନ ତୀର୍ଥ କ୍ଷେତ୍ର ପୁରାଣ ପ୍ରସିଦ୍ଧ ଶୈବପୀଠ ପବିତ୍ର ମହେନ୍ଦ୍ରଗିରି ପର୍ବତ ଅଞ୍ଚଳରେ ଏକ ସଫେଇ ଅଭିଯାନ କାର୍ୟ୍ୟକ୍ରମ ଆୟୋଜିତ ହୋଇଯାଇଛି ।ମହେନ୍ଦ୍ରଗିରି ପାଦ ଦେଶରେ ଥିବା ବୁରଖତ ଛକ ଓ ଗ୍ରାମ Continue Reading




