
୧୧/୧୦ : ଆଜିଠୁ କମ୍ପିବ କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହେଉଛି ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ବକପ ଫୁଟବଲ । ବିଶ୍ବକପ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଏଥିସହିତ ୫ଟି ସଚିବ ଭିକେ ପାଣ୍ଡିଆନ, ୩ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।ବିଶ୍ବକପରେ ଆୟୋଜକ ଭାରତ ସମେତ ବିଶ୍ବର ବଛାବଛା ୧୬ଟି ଟିମ୍ ଏହି ବିଶ୍ବକପ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି । ଭୁବନେଶ୍ବର […]Continue Reading