Home Posts tagged Brown-Sugar-seized
Odisha News
ଭୁବନେଶ୍ୱର,୯/୭: ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୁଲିସର ମିଳିତ ଚଢ଼ଉ କରାଯାଇ ୧୧୦୦ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି। ସିମର-ବାଙ୍କି ରାସ୍ତାରେ ଥିବା ଓସ୍ତାପୁର ନିକଟରୁ ଉକ୍ତ ବ୍ରାଉନସୁଗାର ଜବତ ହୋଇଛି ଏବଂ ଜଣେ ଡ୍ରଗ୍ ବେପାରୀ ସୁରେଶ କୁମାର ମହାପାତ୍ର ଓରଫ ସୁରିଆକୁ ଧରିଛନ୍ତି।ଖୋର୍ଦ୍ଧା ଜିଲ୍ଲା ବାଘମାରିର ମହେଶ୍ବର ମହାପାତ୍ରଙ୍କ ପୁଅ ସୁରେଶ କୁମାର ମହାପାତ୍ର ଗତକାଲି Continue Reading
Odisha News
ଭୁବନେଶ୍ୱର,୨୧/୫: ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରୁ ଏସଟିଏଫ୍ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ କରିଥିବାର ସୂଚନା ମିଳିଛି। ଘଟଣାସ୍ଥଳରୁ ଜଣେ ଡ୍ରଗ୍ ମାଫିଆକୁ ବି ଧରିବାରେ ସଫଳ ହୋଇଛି ଏସଟିଏଫ୍।ସୂଚନା ଅନୁଯାୟୀ, ରାଜଧାନୀର ୟୁନିଟ ୮ରେ ଥିବା ଏକ ଘରେ ବ୍ରାଉନସୁଗାର ଡିଲ୍ ଚାଲିଥିବା ବେଳେ କମିଶନରେଟ ପୁଲିସ ସହାୟତରେ ଏସଟିଏଫ୍ ଟିମ୍ ଚଢାଉ କରିଥିଲେ। ସେଠାରୁ ୧ କେଜି ୧ ଶହ ୭ ଗ୍ରାମ ବ୍ରାଉନସୁଗାର ଜବତ […]Continue Reading
Odisha News
ଭୁବନେଶ୍ୱର,୯/୧: ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି। ତା’ଠାରୁ ୧ କିଲୋ ୧୯୦ ଗ୍ରାମ ବ୍ରାଉନ୍ସୁଗର ଜବତ କରାଯାଇଥିବା ବେଳେ ଏହାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।ଗିରଫ ବ୍ରାଉନ୍ସୁଗର ବେପାରୀର ନାଁ ହରପ୍ରସାଦ ପୃଷ୍ଟି ଓରଫ ଶିବ। ତା’ ଘର ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ କଣ୍ଟିଲୋର ଛାମୁସାହିପାଟଣାରେ।ଏସ୍ଟିଏଫ୍ ଡିଏସ୍ପି ଏସ୍.ଏନ୍ ରଥଙ୍କ ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ Continue Reading
Odisha News
ଜଳେଶ୍ୱର,୧୨/୧୦: ଜଳେଶ୍ଵରରେ କାୟା ମେଲାଇ ସାରିଲାଣି ବ୍ରାଉନ୍ ସୁଗାର କାରବାର। ଆଜି ଅବକାରୀ ବିଭାଗ ପ୍ରାୟ ୮୦୦ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିବା ସହ ଏହି ବେଆଇନ ନିଶା କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ। ଜଳେଶ୍ୱର ଅଞ୍ଚଳର ୩ ସ୍ଥାନରେ ଚଢ଼ଉ କରାଯାଇ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।ତେବେ ଏହି ଚଢ଼ାଉରେ ନିଶା କାରବାରରେ ସକ୍ରିୟ ଥିବା କିଙ୍ଗପିନ ସହିତ […]Continue Reading
Odisha News
ଭୁବନେଶ୍ୱର,୨୫/୯: ଧରାପଡିଲେ ବ୍ରାଉନସୁଗାର ବେପାରୀ। ଜବତ ହେଳା ବିପୁଳ ଧଳା ଜହର। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୪୦ ଲକ୍ଷର ୪୦୦ ଗ୍ରାମ ବ୍ରାଉନୋ ସୁଗାର ଜବତ ହୋଇଛି। ଏନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।ସେ କହଛନ୍ତି, ଗତକାଲି ରେଡ୍ ବେଳେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଥିଲା। Continue Reading
Odisha News
ଭୁବନେଶ୍ୱର ୧୨/୮: ରାଜଧାନୀରେ ବେଧଡକ ଚାଲିଛି ଧଳାଜହର କାରବାର । ପୋଲିସର ନାକତଳେ ଜୋରଦାର ଚାଲିଛି ବେପାର । ବାରମ୍ୱାର ଏମିତି ହେବା ପରେ ପୋଲିସ କିଛି କରିପାରନଥିବା ଯାହା ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି ।ଏବେ ପୁଣିଥରେ ୨୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଭୁବନେଶ୍ୱର କେଦାରପଲ୍ଲୀ ବସ୍ତିରୁ ଜବତ କରିଛି କଟକ ଅବକାରୀ ଫ୍ଲାଇଂ ସ୍କ୍ୱାର୍ଡ । ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ଜଣେ ମହିଳା ବ୍ୟବସାୟୀ ଗିରଫ ହୋଇଛନ୍ତି । ଗିରଫ […]Continue Reading
Top Stories
ଭୁବନେଶ୍ବର, ୨୬/୬: ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରି ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଥିବା ଜଣାଯାଇଛି।ଏହି ମାମଲାରେ ୪ଜଣଙ୍କୁ ଗିରଫ କରାଯାଇଛି। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ଖୋର୍ଦ୍ଧାରେ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା। ସେଠାରୁ ୧୦୩୦ ଗ୍ରାମ ଓଜନର ବ୍ରାଉନସୁଗାର ସହ ଅନ୍ୟାନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରାଯାଇଥିଲା।ଘଟଣାସ୍ଥଳରୁ ଚାରିଜଣ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ରାକେଶ କୁମାର ବାରିକ, Continue Reading
Odisha News
ପୁରୀ, ୧୪/୫: ପୁରୀ ମଙ୍ଗଳାଘାଟ ଛକରୁ ୩ କେଜି ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗାରର ମୂଲ୍ୟ ୩ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।ସୂଚନା ଅନୁଯାୟୀ, ପୁରୀ ଏସଟିଏଫ ଏବଂ ବାସେଳି ସାହି ଥାନା ପୁଲିସ୍ ମିଳିତ ଭାବେ ଆଜି ସକାଳେ ଏକ ମାରୁତି ଅଲ୍ଟୋ କାରକୁ ପିଛା କରି ମଙ୍ଗଳାଘାଟ ଛକରେ ଧରିବାରେ ସଫଳ ହୋଇଥିଲେ। ସେହି କାରରୁ ୩.୧୯୨ କିଲୋଗ୍ରାମ୍ ଓଜନର ବ୍ରାଉନ୍ […]Continue Reading
Odisha News
ପୁରୀ, ୪/୪ : ପୁରୀରୁ ବିପୁଳ ପରିମାଣରେ ଜବତ ହେଲା ଧଳା ଜହର। ପୁରୀ ବାସେଳିସାହି ଧାନା ଫ୍ଲୋରିସ ଇଣ୍ଡିଆ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ବେଳେ ଆଉ ଜଣେ ଖୋର୍ଦ୍ଧା ଗୁରୁଜଙ୍ଗ ଅଞ୍ଚଳର ସର୍ବେଶ୍ୱର ବେହେରା ବୋଲି ଜଣାପଡିଛି।ସେମାନଙ୍କ ଠାରୁ ବ୍ରାଉନସୁଗାର ସହିତ […]Continue Reading
Seo wordpress plugin by www.seowizard.org.